ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁରେନ୍ଦ୍ର ନାଥ ପରିଡ଼ା ଙ୍କୁ ସାପ୍ତାହିକ ପତ୍ରିକା ଅଭିନନ୍ଦନ ତରଫରୁ କବି ସମ୍ମାନ ରେ ସମ୍ମାନିତ

ଯାଜପୁର //   ଜୟ ମାଆ ବିରଜା ସାହିତ୍ୟ ସଦନର ଗର୍ବ ଓ ଗୌରବ, ତଥା ସଦନ ର ସମ୍ପାଦକ ଶ୍ରୀ ଉମାକାନ୍ତ ଦାସ ଙ୍କ ଧର୍ମ ପିତା ଏବଂ ଉକ୍ତ ସଦନର ଉପ ସଭାପତି ସୁରେନ୍ଦ୍ର ନାଥ ପରିଡ଼ା ମହୋଦୟ ଆଜି ସୁଦୂର ବାଲେଶ୍ଵର  ସ୍ଥିତ ଉଦ୍ଯୋଗ ଭବନ ରୁ ଓଡ଼ିଶାର ଅଗ୍ରଣୀ ସାପ୍ତାହିକ ପତ୍ରିକା ଅଭିନନ୍ଦନ ତରଫରୁ ତା ୨୩-୧୨-୨୨ରିଖରେ କବି ସମ୍ମାନ ରେ ସମ୍ମାନିତ ହୋଇଛନ୍ତି । ଏହି ଖବର ପାଇବା ପରେ କବି , କବୟିତ୍ରୀ , ସାହିତ୍ୟ ସାଧକ ଓ ସାହିତ୍ୟ ପ୍ରେମୀ ମହଲ ରେ ଖୁସିର ଲହରୀ ଖେଳି ଯାଇଛି ଏବଂ ଶ୍ରୀ ପରିଡା ଙ୍କୁ ବହୁଳ ପରିମାଣରେ ଅଭିନନ୍ଦନ ବାର୍ତ୍ତା ପହଞ୍ଚିବା ରେ ଲାଗିଛି ।

ମସିହା ନିଉଜ ସର୍ଭିସ୍ 

Related posts

ପାପଡାହାଣ୍ଡି ବ୍ଳକରେ ମହା ଦୁର୍ନୀତିର ପର୍ଦ୍ଦାଫାଶ କଲେ ସୁକାନ୍ତ ନାଗ:ଭିଜିଲାନ୍ସ ତଦନ୍ତ ପାଇଁ କଲେ ଅବଗତ

Sunil Chandra Nayak

ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ମାନ୍ୟବର,  ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣିଜ ବିଭାଗଙ୍କ ରାୟଗଡ ଜିଲ୍ଲା ଗସ୍ତ l “ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା “

masiha

କେନ୍ଦ୍ରାଂଚଳ ଉପନିର୍ଦ୍ଦେଶକଙ୍କ ଡିଆଇପିଆର୍‌ଓ କାର୍ଯ୍ୟାଳୟ ପରିଦର୍ଶନ

masiha

Leave a Comment

error: Content is protected !!