ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବି ଜେ ପି ମଣ୍ଡି ଅବ୍ୟବସ୍ଥା ନେଇ ଦେଲା ଦାବୀପତ୍ର ଓ ଗୋବିନ୍ଦ ସାହୁଙ୍କ ମ୍ରୁତ୍ୟୁ ସନ୍ଦେହ ନେଇ ସତ୍ୟାଗ୍ରହ ପ୍ରତିବାଦ

ନବରଙ୍ଗପୁର–(ମସିହା) ଆଜି ତା ୨୬/୧୨/୨୨ରିଖ ଦିନ ନବରଙ୍ଗପୁର ଜିଲ୍ଲା ବିଜେପି ପାର୍ଟି ତରଫରୁ ନବରଙ୍ଗପୁର ଉପ ଜିଲ୍ଲାପାଳ ଙ୍କୁ ଜିଲ୍ଲା ର ବିଭିନ୍ନ ଧାନ ମଣ୍ଡି ଅବ୍ୟବସ୍ଥା ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି ପରେ ଗୋବିନ୍ଦ ସାହୁ ଙ୍କ ର ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇଛି ଏହି ବିଷୟ କୁ ନେଇ ନବରଙ୍ଗପୁର ଗାନ୍ଧୀ ଛକ ନିକଟରେ ବିଜେପି କର୍ମୀ ନବରଙ୍ଗପୁର ମହାତ୍ମା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ସତ୍ୟାଗ୍ରହ ପ୍ରତିବାଦ ସଭା କରିଥିଲେ ! ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ର ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋଇ, ଯୁବ ନେତା ଗୌରୀ ଶଙ୍କର ମାଝୀ ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ!                     

ନବରଙ୍ଗପୁର ଜିଲ୍ଲରୁ ରବି ନାରାୟଣ ମହନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଜନମାରଣନୀତି ବିରୋଧରେ ୯ ଦଫା ସମ୍ବଳିତ ଦୁର୍ନୀତି ଦାବି ନେଇ ଯାମଦା ବ୍ଳକ କଂଗ୍ରେସ କମିଟି ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ଘେରାଉ 

masiha

ଡ଼ୁମେରପଡା ଗ୍ରାମ ରେ ବିଜେଡିର ମିଶ୍ରଣ ପର୍ବ 

masiha

ସଂଗ୍ରାମ ପାତ୍ରଙ୍କ ନେତୃତ୍ଵରେ ବିଜେପି ମିଶ୍ରଣ ପର୍ବ। ବଢୁଛି ସଂଗ୍ରାମଙ୍କ କ୍ରେଜ୍ — ଯୁବମାନେ ଆକୃଷ୍ଟ ହେଉଛନ୍ତି ବିଜେପି ପ୍ରତି

Sunil Chandra Nayak

Leave a Comment

error: Content is protected !!