ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବି ଜେ ପି ମଣ୍ଡି ଅବ୍ୟବସ୍ଥା ନେଇ ଦେଲା ଦାବୀପତ୍ର ଓ ଗୋବିନ୍ଦ ସାହୁଙ୍କ ମ୍ରୁତ୍ୟୁ ସନ୍ଦେହ ନେଇ ସତ୍ୟାଗ୍ରହ ପ୍ରତିବାଦ

ନବରଙ୍ଗପୁର–(ମସିହା) ଆଜି ତା ୨୬/୧୨/୨୨ରିଖ ଦିନ ନବରଙ୍ଗପୁର ଜିଲ୍ଲା ବିଜେପି ପାର୍ଟି ତରଫରୁ ନବରଙ୍ଗପୁର ଉପ ଜିଲ୍ଲାପାଳ ଙ୍କୁ ଜିଲ୍ଲା ର ବିଭିନ୍ନ ଧାନ ମଣ୍ଡି ଅବ୍ୟବସ୍ଥା ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି ପରେ ଗୋବିନ୍ଦ ସାହୁ ଙ୍କ ର ଆତ୍ମହତ୍ୟା ନୁହେଁ ତାଙ୍କୁ ହତ୍ୟା କରାଯାଇଛି ଏହି ବିଷୟ କୁ ନେଇ ନବରଙ୍ଗପୁର ଗାନ୍ଧୀ ଛକ ନିକଟରେ ବିଜେପି କର୍ମୀ ନବରଙ୍ଗପୁର ମହାତ୍ମା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ସତ୍ୟାଗ୍ରହ ପ୍ରତିବାଦ ସଭା କରିଥିଲେ ! ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ର ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ଜିଲ୍ଲା ବିଜେପି ସଭାପତି ଜଗଦୀଶ ବିଶୋଇ, ଯୁବ ନେତା ଗୌରୀ ଶଙ୍କର ମାଝୀ ସମେତ ବହୁ କର୍ମୀ ଉପସ୍ଥିତ ରହିଥିଲେ!                     

ନବରଙ୍ଗପୁର ଜିଲ୍ଲରୁ ରବି ନାରାୟଣ ମହନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ମାତୃଦିବସରୁ ମହିଳାଙ୍କ ଅଧିକାର ପାଇଁ ବିଜୁ ମହିଳା ଜନତା ଦଳର ରଣହୁଙ୍କାର ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ବିଜେପି ସରକାର ବିଫଳ

ରାଇରଙ୍ଗପୁରରେ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟିତ

masiha

ବିଜୁ ଜନତା ଦଳ ତରଫରୁ ବଙ୍ଗୋମୁଣ୍ଡାର ବିଭିନ୍ନ ପଞ୍ଚାୟତ ରେ ଭୋଟ ପ୍ରଚାର 

masiha

Leave a Comment

error: Content is protected !!