ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବସ୍ତା ବିଜେପି ପକ୍ଷରୁ ବରିଷ୍ଠ ନେତା ବାବୁ ନନାଙ୍କ ଜନ୍ମ ଦିନ ପାଳିତ 

ବସ୍ତା ବିଜେପି ପକ୍ଷରୁ ବରିଷ୍ଠ ନେତା ବାବୁ ନନାଙ୍କ ଜନ୍ମ ଦିନ ପାଳିତ 

ବାଲେଶ୍ବରଜିଲ୍ଲା ବସ୍ତା ରେ ଜଣେ କଟର ହିନ୍ଦୁ ପନ୍ଥୀ ଯୁବକ ତଥା ବହୁ ହିନ୍ଦୁ ସଂଗଠନ ର ପଥ ପଦର୍ଶକ ସମାଜସେବୀ ଆଗ ଧାଡିର ନେତା ଙ୍କ ଜନ୍ମଦିନରେ ବିଜେପି ପକ୍ଷରୁ ତାଙ୍କ ଜନ୍ମଦିନରେ କେକ କାଟି ଶୁଭ ମନାସିଥିଲେ । ଛାତ୍ର ଜୀବନରୁ ଜଣେ ସୁ ସଂଗଠକ, ବିଜେପିର ସେବକ, ନିଜେ ବି ଦୁଇ ଦୁଇ ଥର ସଦାନନ୍ଦ ପୁର ଭଳି ପଞ୍ଚାୟତ ରେ ସେତେବେଳେ ୱାର୍ଡ ସଭ୍ୟ ଲଢ଼ିଛନ୍ତି । ଯେତେବେଳେ ବିଜେପି ର ଏମେଲ ସରପଞ୍ଚ ପ୍ରାର୍ଥୀ ମିଳିବା କଷ୍ଟକର ସେହିସମୟରେ ମଧ୍ଯ ସମିତି ସଭ୍ୟ ଭାବେ ଛିଡାହୋଇ ଲୋକଙ୍କ ସେବାରେ ନିୟୋଜିତ ଥିଲେ । ସେ ହେଉଛନ୍ତି ସମାଜସେବୀ ସତ୍ଯ ରଞନ ପାଣି ଓରଫ (ବାବୁ ପାଣି)। ତାଙ୍କ ଜନ୍ମଦିନରେ ବସ୍ତା ବିଜେପି ନେତା ଶ୍ରୀଯୁକ୍ତ ଦେବାଶିଷ୍ କବି ଓ ଯୁବ ପ୍ରତିଭା ନିହାର ରଞ୍ଜନ ବେହେରା ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ବିଶୁ ସିଂ ଲକ୍ଷ୍ମୀକାନ୍ତ ଦଳେଇ କମଳା ସାର୍ ଗୋକୁଳାନନ୍ଦ ବେହେରା ଦିବାକର ଗିରି,ଆକାଶ, ମୁନ୍ନା ସମେତ ବହୁ ବିଜେପି ନେତା କର୍ମୀ ସାମିଲ୍ ହୋଇ ଅତ୍ୟନ୍ତ ଉଲ୍ଲାସର ସହିତ ପାଳନ କରିଥିଲେ ।

ବିଜୟ କୁମାର ଭୂୟାଁ ଙ୍କ ରିପୋର୍ଟ୍ 

Related posts

ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି

Sunil Chandra Nayak

ତାରାପୁରରେ ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ୨ କଂଗ୍ରେସ, ୧ ବିଜେପି ନେତା

masiha

ବିଜେପି କର୍ମୀଙ୍କ ସହିତ ରାଜ୍ୟ ବରିଷ୍ଠ ନେତା ଗୋଲକ ମହାପାତ୍ରଙ୍କ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!