ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଗତସିଂହପୁର ଜିଲ୍ଲା ଡେପୁଟି କଲେକ୍ଟର ଙ୍କ ଅସ୍ଥାୟୀ ବାସଭବନରେ ଭିଜଲାନ୍ସ ଚଢ଼ାଉ

ଆଇନ ଆଖିରେ ଧୂଳି ଦେଇ ଖସିଯିବା ସହଜ ନୁଁହେ ବୋଲି ପ୍ରମାଣ କରିଦେଲେ ଭିଜିଲାନ୍ସ ତଦନ୍ତକାରୀ ! ଖବର ଅନୁସାରେ ଆଜି ତା 27/12/22 ରିଖ ଜଗତସିଂହପୁର ଜିଲ୍ଲାର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା ଙ୍କ ଅସ୍ଥାୟୀ ବାସଭବନ ଏବଂ କଲେକ୍ଟର ଅଫିସ ସମେତ 9 ଗୋଟି ସ୍ଥାନରେ,ଓଡିଶା ଭିଜିଲାନ୍ସ ତରଫରୁ 2 ଜଣ ଡ଼ିଏସପି,14 ଇନିସ୍ପେକ୍ଟର,6 ଜଣ ସହକାରୀ ଓ ଅନ୍ୟ କର୍ମଚାରୀ ମାନଙ୍କ ସହିତ ମାନ୍ୟବର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଭୁବନେଶ୍ୱର ଙ୍କ ତତ୍ୱାବଧାନରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତଦନ୍ତ ଜାରି ରହିଛି ! ତଦନ୍ତ ଭୁକ୍ତ ସ୍ଥାନ ଗୁଡିକ ହେଉଛି 1. ମଞ୍ଚେଶ୍ୱର ସ୍ଥିତ 207 ନମ୍ବର ପ୍ଲଟ 3-B ବ୍ଲକ ନମ୍ବର, ଏମ ଏସ ହରପ୍ରିୟା କନଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ଼,2. ମଞ୍ଚେଶ୍ୱର ରଙ୍ଗମାଟିଆ ହରପ୍ରିୟା ଏନକ୍ଳେଭ (ସରସ୍ବତୀ ),ପ୍ଲଟ ନମ୍ବର 101,3. ଚନ୍ଦକା ନୂଆଗାଁ ସ୍ଥିତ ପ୍ଲଟ ନମ୍ବର 202 ସାଇ ଅନୁମଣ୍ଡନ ରେ,4. ବାଲେଶ୍ୱର ଜିଲ୍ଲାର ସୁନାହାଟ ସ୍ଥିତ ପ୍ଲଟ ନମ୍ବର 101ଟାଇପ – A ବ୍ଲକ -IV,1st ଫ୍ଲୋର.5. ବାଲେଶ୍ୱର ସୁନାହାଟ ସ୍ଥିତ ପ୍ଲଟ ନମ୍ବର 103, ଟାଇପ A blok-IV,.6. ସୋନପୁର ଜିଲ୍ଲାର ସୋନପୁର ଟାଉନ ସ୍ଥିତ unit -1 ଦୁଇ ମହଲା ବିଶିଷ୍ଟ ଘର.7. ବାଲେଶ୍ୱର ଜିଲ୍ଲାର ନିଜ ଗ୍ରାମ ନଈଘାଟି ପୋଷ୍ଟ ପ୍ରତାପପୁର.8. ଜଗତସିଂହପୁର ସ୍ଥିତ ଅସ୍ଥାୟୀ ବାସଭବନ.9. କଲେକ୍ଟରଙ୍କ ଅଫିସ.ଏହି ପରି 9 ଟି ଜାଗାରେ ଏକ କାଳୀନ ଚଢ଼ାଉ ହେଉଥିବାର ବିଶେଷ ସୂତ୍ରରୁ ପ୍ରକାଶ.।ଦେଖିବାକୁ ବାକିରହିଲା 9 ଟି ସ୍ଥାନରୁ ମିଳୁଛି କଣ ?

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା news Odisha.

Related posts

ପିଇଓ ସଂଘ ତରଫରୁ ଦାବି ପତ୍ର ପ୍ରଦାନ

Sunil Chandra Nayak

ସୁନ୍ଦରଗଡ଼ ଜିଲ୍ଲା :କୋଇଡ଼ା ଡିଗ୍ରୀ କଲେଜରେ ଶେଷବର୍ଷର କଳା ଓ ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ମାନଙ୍କର ବିଦାୟ ଉତ୍ସବ 

masiha

ରାଇରଙ୍ଗପୁରରେ ଏଲପିଜି ଵ୍ଯବହାରର ସୁରକ୍ଷିତ ଉପାୟ ନେଇ ସଚେତନତା ଶିବିର 

Sunil Chandra Nayak

Leave a Comment

error: Content is protected !!