ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବାବନ୍ଧ ରେ ୪୯ ତମ କ୍ରିକେଟ୍ ଟୁର୍ଣାମେଣ୍ଟ ଅନୁଷ୍ଠିତ

ଢେ଼ଙ୍କାନାଳ (ମ ସି ହା) ହିନ୍ଦୋଳ ବ୍ଲକ୍ ବାବନ୍ଧ ଗ୍ରାମ ପଞ୍ଚାୟତ ଖେଳ ପଡିଆରେ ତାର ୪୯ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ବେଡାପଡା କ୍ରିକେଟ ଟିମ ଏବଂ ମଣିଆନାଳି କ୍ରିକେଟ ଟିମ ପରସ୍ପରକୁ ଭେଟିଥିଲେ। ବେଡାପଡା କ୍ରିକେଟ ଟିମ ଟସ ଜିତି ବ୍ୟାଟିଂ କରି 7 ଉଇକେଟ ହରାଇ ୮୫ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ କ୍ରିକେଟ ଟିମ ୧୩ ଓଭର ସେହି ୮୫ ରନ୍ ସଂଗ୍ରହ କରି ପାରି ନଥିଲା। ବେଡାପଡା ବିଜୟ ମୁକୁଟ ପିନ୍ଧିବା ସହିତ ୨୦୨୨ ର ଚମ୍ପିୟାନ ହାସଲ କରିଛି l ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ପଂଚାୟତ ପ୍ରତିନିଧି, ହେମନ୍ତ କୁମାର ସାହୁ,ଛବି ବିଶ୍ଵାଳ ପ୍ରମୁଖ ଉପସ୍ଥିତ ହୋଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ନବରଙ୍ଗପୁର ଜିଲ୍ଲାର ପେନଚାକ ସିଲାଟ ମହିଳା ଖେଳାଳିମାନ “ଖେଲ ଇଣ୍ଡିଆ ଊମେନସ ଲିଗରେ ” ୬ ଟି ସ୍ବର୍ଣ୍ଣ ପଦକ, ୮ଟି ରୌପ୍ୟ ପଦକ ଓ ୬ ଟି କାଂସ୍ୟ ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା କୁ ଗର୍ବିତ କରିଛନ୍ତି

masiha

ମଣ୍ଡେଇ କ୍ରୀଡା ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ନନ୍ଦାହାଣ୍ଡି ଏବଂ ଉମରକୋଟ ଚମ୍ପିୟାନ

masiha

ସି ପି ଏମ ପ୍ରିମିୟମ ଲିଗ୍ ଫାଇନାଲ ମ୍ୟାଚ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!