ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବାବନ୍ଧ ରେ ୪୯ ତମ କ୍ରିକେଟ୍ ଟୁର୍ଣାମେଣ୍ଟ ଅନୁଷ୍ଠିତ

ଢେ଼ଙ୍କାନାଳ (ମ ସି ହା) ହିନ୍ଦୋଳ ବ୍ଲକ୍ ବାବନ୍ଧ ଗ୍ରାମ ପଞ୍ଚାୟତ ଖେଳ ପଡିଆରେ ତାର ୪୯ ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ବେଡାପଡା କ୍ରିକେଟ ଟିମ ଏବଂ ମଣିଆନାଳି କ୍ରିକେଟ ଟିମ ପରସ୍ପରକୁ ଭେଟିଥିଲେ। ବେଡାପଡା କ୍ରିକେଟ ଟିମ ଟସ ଜିତି ବ୍ୟାଟିଂ କରି 7 ଉଇକେଟ ହରାଇ ୮୫ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ କ୍ରିକେଟ ଟିମ ୧୩ ଓଭର ସେହି ୮୫ ରନ୍ ସଂଗ୍ରହ କରି ପାରି ନଥିଲା। ବେଡାପଡା ବିଜୟ ମୁକୁଟ ପିନ୍ଧିବା ସହିତ ୨୦୨୨ ର ଚମ୍ପିୟାନ ହାସଲ କରିଛି l ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ପଂଚାୟତ ପ୍ରତିନିଧି, ହେମନ୍ତ କୁମାର ସାହୁ,ଛବି ବିଶ୍ଵାଳ ପ୍ରମୁଖ ଉପସ୍ଥିତ ହୋଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଗୋତୋମୁଣ୍ଡା କ୍ରିକେଟ ପ୍ରିମିୟାର ଲିଗ ଫାଇନାଲରେ ଗୋତୋମୁଣ୍ଡା ଚାମ୍ପିୟାନ

masiha

ଅନ୍ତର୍ଜାତୀୟ ପାରା-ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କିଟ୍ ପ୍ରଦାନ

Sunil Chandra Nayak

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ନବରଙ୍ଗପୁର କୁ ହରାଇ ସେମିଫାଇନାଲ ରେ ବ୍ରହ୍ମପୁର। (ଦର୍ଶକ ପାଇଲେ 13000 ଟଙ୍କା )

masiha

Leave a Comment

error: Content is protected !!