ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କର୍ଲାପଡା ଠାରେ ରାତ୍ରିକାଳୀନ କ୍ରିକେଟ ଟୁର୍ନାମେଣ୍ଟ ଆୟୋଜିତ

କର୍ଲାପଡା – ୨ୟ ରାତ୍ରି କାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ କର୍ଲାପଡ଼ା ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି। ଉଦ୍ଘାଟନୀ ମ୍ୟାଚ୍ ରେ କର୍ଲାପଡ଼ା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ସୁଷମା ସେନାପତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଆୟୋଜନ କମିଟି ସହିତ ସମସ୍ତ ଖେଳାଳି ଓ ଖେଳପ୍ରେମି ମାନଙ୍କୁ ଉତ୍ସାହ ପ୍ରଦାନକରିଥିଲେ। ଭବାନୀପାଟଣା ଓ କେସିଙ୍ଗା ବ୍ଲକର ମୋଟ୍ ୧୬ଟି ଟିମ୍ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଛନ୍ତି। ଏହି ଟୁର୍ଣ୍ଣାମେଣ୍ଟକୁ କର୍ଲାପଡ଼ା ର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ନବ ୟୁଗା ସିଡ୍ସ୍ ର ମାର୍କେଟିଙ୍ଗ ଅଫିସର ଶ୍ରୀ ଅଶ୍ଵିନୀ କୁମାର ପ୍ରଧାନ ଓ ସିପୁନ, ସୁନୀଲ,ଶିବୁ, କିଶୋର, ଅରୂପ, ସ୍ବରୂପ,ଚେତକ,ବାପୁନ୍,ଗଣା, ବିଶ୍ବଜିତ,ନିକେଶ, ରାହୁଲ,ବୁଲୁ, ଅବିନାଶ ଙ୍କ ତତ୍ତ୍ଵାବଧାନରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

କୋକସରା ଠାରେ ଦ୍ଵି ଦିବସୀୟ ଅଳଇଣ୍ଡିଆ ଫ୍ଲଡ଼ ଲାଇଟ ଭଳିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ 

Sunil Chandra Nayak

ତାରିଣୀପଶି ଠାରେ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ

Sunil Chandra Nayak

ଉତ୍ତର ପୂର୍ବାଞ୍ଚଳ ଯୁବ ଉତ୍ସବରେ ଓଡିଶାର ପ୍ରତିନିଧିତ୍ଵ କଲେ ପ୍ରତାପ ଚନ୍ଦ୍ର ଦାଶ

masiha

Leave a Comment

error: Content is protected !!