ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦାୟ କାଳୀନ ସମ୍ବର୍ଦ୍ଧନ

ଡାବୁଗାଁ, ୩୧/୧୨ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟ|ଳୟ ରେ କାର୍ଯ୍ୟରତ ୪ର୍ଥ ଶ୍ରେଣୀ କର୍ମଚାରୀ ଶ୍ରୀ ବିଜୟ ମିଶ୍ର ଶନିବାର କାର୍ଯ୍ୟ ରୁ ଅବସର ଗ୍ରହଣ କରିଛନ୍ତି | ଏହି ଅବସରରେ ଡାବୁଗାଁ ଏକ୍ସ- କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ଏକ୍ସ- କ୍ୟାଡର ଶିକ୍ଷକ ସଂଘ ର ସଭାପତି ବଲ୍ଳଭ ନାରାୟଣ ପଣ୍ଡା, ସମ୍ପାଦକ ଜିତେନ୍ଦ୍ର ମାଝୀ, ପ୍ରଦୀପ କୁମାର ପାଢ଼ୀ, ଶ୍ରୀନିବାସ ରାଓ, ଉଦରନ ଭତ୍ରା, ଶୁଭେନ୍ଦୁ ଦାଶ, ପଦୁ ମେହେର, ରବି ପ୍ରଧାନ, ଚନ୍ଦ୍ର ମେହେର, ଦେବାଶିଷ ବେହେରା, ଖଗପତି ବିଶୋଇ ପ୍ରମୁଖ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କାମାକ୍ଷାନାଗାର ରେ ବଜ୍ରାଘାତ ଘଟି ୫ ଗୁରୁତର

masiha

ନବରଙ୍ଗପୁର ଠାରେ ଏନ୍ ଇ ଇ ଟି (ୟୁ ଜି) ୨୦୨୬ ଜାତୀୟ ଯୋଗ୍ୟତା ତଥା ପ୍ରବେଶିକା ପରୀକ୍ଷା (ସ୍ନାତକୋତ୍ତର) ସଫଳତାର ସହ ସମ୍ପନ୍ନ 

ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା- କୃଷକ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!