ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଇନ୍ଦୀମୁଣ୍ଡା ଠାରେ ଲୁନା ସ୍କୋରପିଓ ମୁହାଁମୁହିଁ ଧକ୍କା

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଗୋଇନ୍ଦୀମୁଣ୍ଡା ଛକ ନିକଟରେ ଲୁନା ସ୍କୋରପିଓ ମୁହାଁମୁହିଁ ଧକ୍କା, ହୋଇଥିବା ଜଣା ଯାଇଛି । ଲୁନା ଚାଳକ ଗୁରୁତର , ତାଙ୍କୁ ଗୁରୁତର ଭାବେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରାଯାଇଥିଲା.। ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ହାତିବନ୍ଧା ଗାଁ ର ଦୁବେ ମେହେର ବୋଲି ଜଣା ପଡିଛି।. କାଙ୍କେରି ଗାଁ ରୁ ବ୍ୟବସାୟ ସାରୀ ଲୁନା ଗାଡ଼ିରେ ଫେରୁଥିବା ବେଳେ ଗୋଇନ୍ଦୀମୁଣ୍ଡା ଛକ ନିକଟରେ ତାଙ୍କ ଲୁନା ଗାଡିକୁ ଏକ ସ୍କୋରପିଓ ଧକ୍କା ଦେଇଥିଲା ଯାହାରି ଫଳରେ ଦୁବେ ଙ୍କ ମୁଣ୍ଡ ଏବଂ ଡାହାଣ ଗୋଡ଼ ରେ ଗଭୀର ଆଘାତ ଲାଗିଛି. ତାଙ୍କୁ ଗୁରୁତର ଭାବରେ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଚିକିତ୍ସିତ କରିଥିବା ଜଣା ପଡିଛି।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ଫୁଲଭଟ୍ଟା ଗ୍ରାମରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଅନୁଷ୍ଠିତ

masiha

୧୫ ତମ ଜାତୀୟ ମତଦାତା ଦିବସ ପାଳିତ

masiha

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ରଞ୍ଜୁଲତା

masiha

Leave a Comment

error: Content is protected !!