ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ୍ ଓ ବାଇକ୍ ମୁହାଁମୁହିଁ, ଉଭୟ ଚାଳକ ସୁରକ୍ଷିତ 

ଢେ଼ଙ୍କାନାଳ(ମ ସୀ ହା) ୦୨/୦୧/୨୩ _୫୫ନମ୍ବର ଜାତୀୟ ରାଜପଥର ବଅଁରପାଳ ଥାନା ଅନ୍ତର୍ଗତ ମେରାମଣ୍ଡଳୀ ୨ୟ ଗ୍ରୀଡ କର୍ପୋରେସନ ଫାଟକ ନିକଟରେ ଗୋଟିଏ ବାଇକ ଭାରସାମ୍ୟ ହରାଇ କଣ୍ଟାବଣିଆରୁ ବଅଁରପାଳ ଅଭିମୁଖେ ଯାଉଥିବା ଏକ ଟ୍ରକ ସାମନାରେ ଛିଟିକି ପଡିବା ସହିତ ନିଆଁ ଲାଗି ଯାଇଥିଲା । ଉଭୟ ଟ୍ରକ ଓ ବାଇକ ପୋଡି ନଷ୍ଟ ହୋଇଯାଇଛି । ବଅଁରପାଳ ଫାୟାର ଓ ବଅଁରପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ । ଉଭୟ ଚାଳକ ସୁରକ୍ଷିତ ଅଛନ୍ତି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଵହଳଦା: ଗମ୍ଭାରିଆରୁ – ଜଗନ୍ନାଥ ପୁର ସ୍ଥାୟୀ ୩ କିମି ସ୍ଥାୟୀ ରାସ୍ତା ନିର୍ମାଣ ନିମନ୍ତେ ଦାବି ନେଇ ୩ ଖଣ୍ଡ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ ଏବଂ ବନଖଣ୍ଡ ଅଧିକାରୀଙ୍କ ଦ୍ଵାରସ୍ଥ

masiha

ଉତ୍କଳ ଆଲୁମିନା ସହ ଟିକିରି ଓ ଦୋରାଗୁଡା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ପାଚିକା ଓ ସହାୟିକାଙ୍କ ପାଇଁ ବ୍ଲକ ସ୍ତରିୟ ପ୍ରଶିକ୍ଷଣ

masiha

Leave a Comment

error: Content is protected !!