ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକ୍ ଓ ବାଇକ୍ ମୁହାଁମୁହିଁ, ଉଭୟ ଚାଳକ ସୁରକ୍ଷିତ 

ଢେ଼ଙ୍କାନାଳ(ମ ସୀ ହା) ୦୨/୦୧/୨୩ _୫୫ନମ୍ବର ଜାତୀୟ ରାଜପଥର ବଅଁରପାଳ ଥାନା ଅନ୍ତର୍ଗତ ମେରାମଣ୍ଡଳୀ ୨ୟ ଗ୍ରୀଡ କର୍ପୋରେସନ ଫାଟକ ନିକଟରେ ଗୋଟିଏ ବାଇକ ଭାରସାମ୍ୟ ହରାଇ କଣ୍ଟାବଣିଆରୁ ବଅଁରପାଳ ଅଭିମୁଖେ ଯାଉଥିବା ଏକ ଟ୍ରକ ସାମନାରେ ଛିଟିକି ପଡିବା ସହିତ ନିଆଁ ଲାଗି ଯାଇଥିଲା । ଉଭୟ ଟ୍ରକ ଓ ବାଇକ ପୋଡି ନଷ୍ଟ ହୋଇଯାଇଛି । ବଅଁରପାଳ ଫାୟାର ଓ ବଅଁରପାଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ । ଉଭୟ ଚାଳକ ସୁରକ୍ଷିତ ଅଛନ୍ତି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ରାଜ୍ୟସ୍ତରୀୟ ଶିଶୁ ସାହିତ୍ୟ ଓ ସାରସ୍ୱତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

masiha

କ୍ରାନ୍ତି ତରଫରୁ ବିଶ୍ବ ତମାଖୁ ବର୍ଜନ ଦିବସ ପାଳିତ

ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!