ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିମ୍ନ ମାନର ହମ୍ସ 

ନୂଆପଡା, // ନୂଆପଡା ଜିଲ୍ଲା ଖଡ଼ିଆଳ ପୂର୍ତ୍ତ ବିଭାଗ ପକ୍ଷରୁ ଖଡ଼ିଆଳ ଠାରୁ ସିନାପାଲି ରାସ୍ତାର ଅନେକ ସ୍ଥାନରେ ହମସ ଗୁଡିକ ନିର୍ମାଣ ହୋଇଛି ହେଲେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ହମସ ଗୁଡିକ ବର୍ତ୍ତମାନ ଭାଙ୍ଗି ଯାଇଥିବା ନଜରକୁ ଆସିଛି । ସୂତ୍ରରୁ ପ୍ରକାଶଯେ ବିଗତ ଦଶ ଦିନ ତଳେ ହମସ ନିର୍ମାଣ କାର୍ଯ୍ୟ ସରିଛି ହେଲେ ଖଡ଼ିଆଳ ଠାରୁ ସାତ କିଲୋମିଟର ଦୂର ପର୍ଯ୍ୟନ୍ତ କିଛି ହମସ ଅଲ୍ପ ଭାଙ୍ଗି ବେଳେ ସାତ କିଲୋମିଟର ଠାରୁ ପଛପଟେ ରାସ୍ତାରେ ଯେତେବି ହମସ ନିର୍ମାଣ ହୋଇଛି ସବୁ ନିମ୍ନ ମାନର କାର୍ୟ୍ଯ ଯୋଗୁ ଭାଙ୍ଗି ଯାଇ ଚିପିସ ଗୁଡିକ ରାସ୍ତା ଉପରେ ବିଛେଇ ହୋଇ ପଡିଛି । ନିର୍ମାଣ ସମୟରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉନଥିବାରୁ ଠିକାଦାର ନିଜ ଇଚ୍ଛା ମୁତାବକ ନିମ୍ନ ମାନର କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମେଳାପି ମହିଳାଙ୍କ ୭୫ବର୍ଷରେ ଦେହାନ୍ତ

Sunil Chandra Nayak

ପିଏମ୍ ସ୍ୱନିଧି ମହୋତ୍ସବ ଅନୁଷ୍ଠିତ 

Sunil Chandra Nayak

ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ଉଦଘାଟନ କଲେ ଧର୍ମଗଡ଼ ବିଧାୟକ, ଛାତ୍ରୀ ହେବେ ଉପକୃତ

masiha

Leave a Comment

error: Content is protected !!