ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ପର୍ଜଙ୍ଗ ବିଧାୟକ ଙ୍କ ପୁତୁରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କାମାକ୍ଷାନଗର (ମ ନି ସ )୦୭/୦୧// ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁ ଙ୍କ ପୁତୁରା ତଥା ଭୂବନେଶ୍ଵର,RWSS ଡିଭିଜନର ଅଭିକ୍ଷଣ ଯନ୍ତ୍ରୀ, ବିଜୟା ନନ୍ଦ ସାହୁ ଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛନ୍ତି  lଆୟ ବହିର୍ଭୁତ, ସମ୍ପତ୍ତି ଠୁଳ ଅଭିଯୋଗରେ ଡିହଡୋଳ ସ୍ଥିତ ବାସ ଭବନ ପଙ୍ଗାତିରା, ଶଶୁର ଘର ଏବଂ ଭୁବନେଶ୍ବରର, ଢେଙ୍କାନାଳ,ଅନୁଗୁଳ, ସମେତ ୮ଟି ସ୍ଥାନରେ ଚଢାଉ ଜାରି l ଏହି ରେଡ୍ ରେ ୮ଟି ଟିମ ସାମିଲ ହୋଇଥିବା ସୂଚନା ମିଳିଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଖରିଆର ରୋଡ୍‌ରେ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ: ୪ଟି ଘରୋଇ ଗ୍ୟାସ ସିଲିଣ୍ଡର ଜବତ

Sunil Chandra Nayak

ଛାତ କାଟି କମ୍ପ୍ୟୁଟର ଚୋରି, ପୋଲିସ୍ ଦ୍ବାରା ଚୋର ଗିରଫ ରାଉରକେଲା ସେକ୍ଟର-୧୯ ପୋଲିସ୍ ଦ୍ବାରା ଚୋରି ଜିନିଷ ଉଦ୍ଧାର

Sunil Chandra Nayak

ଭଞ୍ଜନଗରରେ ସେକ୍ସ ରାକେଟ ଠାବ, ରାଣୀମାଛି ସହ ୪ଗିରଫ 

Sunil Chandra Nayak

Leave a Comment

error: Content is protected !!