ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାରମ୍ପରିକ ଆଞ୍ଚଳିକ ବୈଦ୍ୟସଂଘର ମାସିକ ବୈଠକ

ଗୋଳାମୁଣ୍ଡା/୦୮/୦୧/୨୩/ ପ୍ରଗତିଶୀଳ ମସିହା,// ସ୍ୱାସ୍ଥ୍ୟର ଉନ୍ନତି ପାଇଁ ପୂର୍ଵ କାଳରେ ମୁନିଋଷି ମାନଙ୍କ ଦ୍ବାରା ଵୃକ୍ଷ ଲତାରୁ ଅନେକ ପ୍ରକାର ରୋଗ ନିର୍ଣ୍ଣୟ କରି ଆସୁ ଥିବା ଓ ରୋଗ ନିରାକରଣ କରୁଥିବା ପାରମ୍ପରିକ ରୀତିକୁ ଧରି ଅନେକ ବୈଦମାନେ ଚେରୁମୁଲି ଔଷଧ ସେବନ କରିବା ଓ ରୋଗରୁ ସ୍ୱଳ୍ପ ମୂଲ୍ୟରେ ସ୍ୱାସ୍ଥ୍ୟ ବାନ ହେଉଥିବା ଯୋଗୁଁ ଯୁଗ ଯୁଗ ଧରି ଏହି   ଚିକିତ୍ସାକରି ଆସୁଛନ୍ତି, । ଏନେଇ ପାରମ୍ପରିକ ରୀତିକୁ ବଜାଇ ରଖିବା ପାଇଁ ପ୍ରତିମାସରେ ଆଲୋଚନା ପ୍ରଯ୍ୟାଲୋଚନ କରିଆସୁ ଅଛି ଗୋଳାମୁଣ୍ଡା ବ୍ଲକ ଆଞ୍ଚଳିକ ପାରମ୍ପରିକ ବୈଦ୍ୟ ସଙ୍ଘ, । ଆଜି ସେହି ସଂଘର ସଭାପତି ଗିରି ଶଙ୍କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମସ୍ତ କର୍ମକର୍ତ୍ତା ନୂଆଁ ଗାଁ ପଞ୍ଚାୟତର ସିନ୍ଦଭାଡ଼ି ଗ୍ରାମରେ ମାସିକ ବୈଠକରେ ଉପସ୍ଥିତ ହୋଇ ନିଜ ନିଜର ମତ ପ୍ରକାଶ ସହ ଆଦାନ ପ୍ରଦାନ  କରିଥିଲେ।        ଏଥିରେ  ଲୋକଙ୍କ ଅନେକ ପ୍ରକାର ରୋଗ ନିର୍ଣ୍ଣୟ କରିବା  ଓ ସହାୟତାଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ ,। ଏହି ସଭାର ଅନ୍ୟ ତମ ବୈଦ୍ୟ ହେଲେ ଉଦିଆ ନିଆଲ, ରାଘବ ପଧାନ, ପ୍ରେମସିଲା ସାହୁ, ଛନ୍ଦାଚରଣ ପଧାନ,ବଦ୍ରୀ ଦାସ, ଦିଲୀପ ଧରୁଆ, ସୁରେସିଂ ଶବର, ସୁରେଶ ଶବର, କମଳ ଧରୁଆ,ରାମକୁମାର ସେନାପତି, ପ୍ରମୁଖ ଯୋଗ ଦେଇଥିବା ବେଳେ ଆଜିକାର ସଭାକୁ ସଂଘର ସମ୍ପାଦକ ଵୃବାହାନ ପଧାନ ପରିଚାଳନା କରିଥିଲେ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ମସିହା

Related posts

ସାଧାରଣ ନିର୍ବାଚନ -୨୦୨୪ ପ୍ରସ୍ତୁତି ପାଇଁ ଜିଲ୍ଲାସ୍ତରୀୟ ତାଲିମ୍ 

masiha

ରାଜପଥରେ ଭୁଞ୍ଜିଆ ଦମ୍ପତି ସାଜିଥିଲେ ରାଜ ଅତିଥି , ଭୋଜି ଦେଇ ଶୁଦ୍ଧି ହୋଇ ସମାଜରେ ମିଶିଲେ

Sunil Chandra Nayak

ରାଇରଙ୍ଗପୁରେ ଶିଖ୍ ସଂପ୍ରଦାୟ ତରଫରୁ ବୀର ବାଲ୍ ଦିବସ ପାଳିତ

masiha

Leave a Comment

error: Content is protected !!