ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପେଟ ପାଇଁ କାଲିଆ ଭରସା

  ରାଇଘର (ମ ନି ସ ) ନବରଙ୍ଗପୁର ଜିଲା ରାଇଘର ହନୁମାନ ମନ୍ଦିର ନିକଟରେ ନୂତନ ଭାବେ ଗଠନ ହୋଇଥିବା ମା ପେଣ୍ଡାଣୀ ଦିଂବ୍ୟାଙ୍ଗ ଭଜନ ସାନ୍ଧ୍ୟ ଅନୁଷ୍ଠାନ ପକ୍ଷରୁ ରବିବାର ଭଜନ ସାନ୍ଧ୍ୟ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି l ଭଜନ ଓ ବାଦ୍ୟଯନ୍ତ୍ ରେ ନାରୀ ପୁରୁଷ ଓ ଯୁବକ ଦେଖିବାକୁ ମିଳିଥିଲା l ପେଟ ପାଇଁ ଛୋଟ ଛୋଟ ଛୁଆ ଧରି ଥଣ୍ଡା ସମୟରେ ସାନ୍ଧ୍ୟ ୬ ଟା ଠାରୁ ରାତ୍ରୀ ୯ ଘଣ୍ଟା ପର୍ଯ୍ୟନ୍ତ ଜଗନ୍ନାଥ ଭଜନ ଗାଈ ଭକ୍ତ ଙ୍କ ମନ ମୋହିବା ଦେଖିବାକୁ l ଭକ୍ତ ନିଜ ଶକ୍ତି ରେ ଜାହା ଦେଇଥିଲେ ତାହା ଖୁସିରେ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ,ବେହେରା ପଞ୍ଚାୟତ କଳାହାଣ୍ଡି ର ଶ୍ରେଷ୍ଠ ପଞ୍ଚାୟତ ଭାବରେ ପୁରସ୍କୃତ

masiha

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଜୁନାଗଡ଼ ମଣ୍ଡି ପରିଦର୍ଶନ ଚାଷୀଙ୍କୁ ଭେଟିଲେ ସମସ୍ୟା ବୁଝିଲେ 

masiha

ଜନଜାତିୟ ଗୌରବ ବର୍ଷ ପାଳନ ଅବସରରେ ସ୍ଵତନ୍ତ୍ର ଗ୍ରାମସଭା ଓ ତାଲିମ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!