ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଶ୍ୟାମ ସୁନ୍ଦର ମାଝୀ ଙ୍କ କବିତା __ କଳାହାଣ୍ଡି ଉତ୍ସବ __

   କଳାହାଣ୍ଡି ଉତ୍ସବ

କଳାହାଣ୍ଡି ଉତ୍ସବ 
ଦେଖି ଆଏବ ଧରମଗଡ 
ଅନୁରୋଧ ରହେଲା ସବକେ 
15 ରୁ ହେବା 17 ତକ,
ଦୁଲକିଯିବା ମଞ୍ଚ ଭାଇ 
 ଆମର ଇ ଧରମଗଡ 
ଇ କଳାହାଣ୍ଡି ଉତ୍ସବ 
ଦେଖି ଆଏବ ଧରମଗଡ,,
ମଞ୍ଚ ହେଉଛେ ଆମର 
ଗଦଗଦା ଆରୁ ମାଣିକେଶ୍ବରୀ ମନ୍ଦିର  
ଇକଳାହାଣ୍ଡିର ପରମ୍ପରା 
 ନେଇ ହୁଏ ଲିଟିଘିଟ.
ଆମର ଆଦିବାସୀ ପରମ୍ପରା 
 ଇ କଳା ସଂସ୍କୃତି କେ 
ବଞ୍ଚେଇ କରି ରଖମୁ ଭାଇ 
  ଇ ଅମର ଥିବା ପତେ,,,,
ଘୁମୁରା ବଜାର ତାଳେ ତାଳେ 
 ଦୁଲକି ଯିବା ମଞ୍ଚ 
ଦେଖି ଆସବ ସଭେ 
ଇ ଆମର ଧରମଗଡ 
ଇ ଆମର କଳାହାଣ୍ଡି ଉତ୍ସବ 
ଇ ଆମର କଳାହାଣ୍ଡି ଉତ୍ସବ …..
ଯୁବ ସମାଜସେବୀ

ଶ୍ୟାମ ସୁନ୍ଦର ମାଝୀ

Related posts

ସଂଯୁକ୍ତା ସାହୁ ଙ୍କ କବିତା l l ନଶ୍ୱର ଶରୀର

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା // ଅବୁଝା ରାଈ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା l l ବଡଦିନ ଉପହାର l l

Sunil Chandra Nayak

Leave a Comment

error: Content is protected !!