ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁପଙ୍ଗା ଗ୍ରାମ ପଞ୍ଚାୟତ ରେ ବରିଷ୍ଠ ନାଗରିକ ଙ୍କ ସାଧାରଣ ବୈଠକ ଅନୁଷ୍ଠିତ

ଢେ଼ଙ୍କାନାଳ (ମ ସୀ ହା) ୦୮/୦୧_ଓଡ଼ପଡ଼ା ବ୍ଲକ୍ ଅନ୍ତର୍ଗତ କୁଶୁପଙ୍ଗା,କମଳାଙ୍ଗ ଓ ମଙ୍ଗଳପୁର ଗ୍ରାମ ପଞ୍ଚାୟତର ବରିଷ୍ଠ ନାଗରିକ ମାନଙ୍କର ଏକ ସାଧାରଣ ବୈଠକ ଆଜି କୁଶୁପଙ୍ଗାସ୍ଥିତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମଙ୍ଗଳପୁରର ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ନାଗରିକ ମଞ୍ଚର ଚିଫ୍ କୋର୍ଡିନେଟର ଯୁଗଳ କିଶୋର ବେହେରା ଅଧ୍ୟକ୍ଷତା କରିଥିଲେ । ସୁସ୍ଥ ସମାଜ ଗଠନରେ ବୟୋଜ୍ୟେଷ୍ଠ ମାନଙ୍କର ଭୂମିକା, ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ । ସମାଜରେ କୌଣସି ବୃଦ୍ଧବୃଦ୍ଧା ଅବହେଳିତ ନହୋଇ ସମାଜକୁ ନୂତନ ଦିଗଦର୍ଶନ ଦେବାରେ ଶ୍ରେୟାଂଶ ହୋଇ ରହିବାକୁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ବରିଷ୍ଠ ଦେଵାନୀ ବିଚାରପତି ଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

ବହୁଜନ ସଂଗ୍ରାମ ସମିତି ତରଫରୁ ସ୍ଵାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!