ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଙ୍କା ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ 

ବଙ୍କା ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ 

ଚିଲିଗୁଡା ତା ୧୬/୧୧ ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମରେ ରାଜପୁର ଅଞ୍ଚଳର ବଙ୍କା ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ରେ ଘନ ଶ୍ୟାମ ପୁଝାରି ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଜପୁର ଅଞ୍ଚଳର ବାଙ୍କ ସମାଜର ସଭାପତି କଣ୍ଠେଶ୍ୱର ପୁଝାରି ,ସମ୍ପାଦକ ଅଭିରାମ ପ୍ରଧାନୀ ,ଉପଦେଷ୍ଟା ଦୈତାରି ପାତ୍ର ,ରାମେଶ୍ୱର ମାଝି ପ୍ରମୁଖ ଯୋଗ ଦାନ କରି ବଙ୍କା ସମାଜର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମ ରେ ରାଜପୁର ଅଞ୍ଚଳର ବଙ୍କା ସମାଜର ସମସ୍ତ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି ନିଜ ନିଜ ମତା ମତ ପ୍ରକାଶ କରିଥିଲେ ।ଏଥିରେ ସୁରେନ୍ଦ୍ର ପ୍ରସାଦ ଗୁରୁ ,ପ୍ରସାଦ ଦଣ୍ଡସେନା ,ବିକ୍ରମ ନ।ଏକ ,ଆନନ୍ଦ ଲୋହର। ,ନବୀନ ପ୍ରଧାନୀ ,ପ୍ରଭାତ ପାତ୍ର ଏବଂ ଧବଳେଶ୍ବର ପୁଝାରି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ବରିଷ୍ଠ ସମାଜସେବୀ ଘନ ଶ୍ୟାମ ପୁଝାରି ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ରାୟଗଡା ଠାରେ ଜିଲ୍ଳାସ୍ତରୀୟ ୯୦ତମ ଓଡିଶା ଦିବସ ପାଳିତ

masiha

ବିବେକାନନ୍ଦ ବିଦ୍ୟାମନ୍ଦିର, ସେକ୍ଟର-୧୮ର ବାର୍ଷିକ ଉତ୍ସବ ଆୟୋଜିତ

masiha

ଫରଙ୍ଗ ରୁ କନନ୍ଦେନ ଯୋର ପର୍ଯ୍ୟନ୍ତ୧୨ଶହ ମିଟର ମରଣଯନ୍ତା ରାସ୍ତା କେବେ ହେବ ପିଚୁ

Sunil Chandra Nayak

Leave a Comment

error: Content is protected !!