ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁଲିହାରି ୫ ଟି ସ୍କୁଲ କାର୍ଯ୍ଯ ତଦାରଖ କଲେ ବିଧାୟକ

ଜୁନାଗଡ ୧୦/୦୧ (.ନି.ପ୍ର) ଜୁନାଗଡ ବ୍ଲକ୍ ସ୍ଥିତ କଲେଇ ଗାଁ ପଞ୍ଚାୟତ ର କୁଲିହାରି ୫ ଟି ଯୋଜନା ରେ ରୂପାନ୍ତରିତ ହାଇସ୍କୁଲ କୁ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ତଦାରଖ କରିଛନ୍ତି । ଏହି ରୂପାନ୍ତରିତ ସ୍କୁଲ ର ନୂତନ ଶ୍ରେଣୀଗୃହ ସହିତ ବିଭିନ୍ନ ଉନ୍ନତି କରଣ କାର୍ଯ୍ଯ କରାଯାଉଛି । ଯାହା ଅତିଶୀଘ୍ର ସମାପନ ହେବ। ବିଧାୟକ ଏହି ବିଦ୍ୟାଳକୁ ପରିଦର୍ଶନରେ ଆସି ସମସ୍ତକାର୍ୟ ତଦାରଖ କରି ସନ୍ତୋଷ ପ୍ରକାଶ କରିଥିଲେ।ତାଙ୍କ ସହ ଜୁନାଗଡ ବି.ଡି.ଓ ଦୁଲାରାମ ମାରାଣ୍ଡି, କଳେଇଗାଁ ସରପଞ୍ଚ ମଳୟ ଆଚାର୍ଯ୍ୟ, ପ୍ରଧାନ ଶିକ୍ଷକ ବିଜୟ କୁମାର ପାଢ଼ୀ ଏବଂ ଅଂଚଳ ବାସୀ ଉପସ୍ଥିତ ରହି ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟିଲା ଟ୍ରକ, ଚାଳକ ଗୁରୁତର 

masiha

ନିଲାବାଡି ଅଗ୍ନିଗଙ୍ଗାମା ଠାକୁରାଣୀ ଯାତ୍ରା ମନ୍ଦିର ହୁଣ୍ଡିରୁ ୧୮ ଲକ୍ଷ ୧୦ ହଜାର ୪୧୧ ଟଙ୍କା ସଂଗ୍ରହ

masiha

ନବରଙ୍ଗପୁର ଠାରେ ନୂତନ ରାସନ୍ କାର୍ଡ ବଣ୍ଟନ ମୁଖ୍ୟ ଅତିଥି ରୂପେ ଯୋଗଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ 

masiha

Leave a Comment

error: Content is protected !!