ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା // ହୃଦୟର ଜଣାଣ

 ହୃଦୟର ଜଣାଣ

 ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର

ହେ ଜଗତ ନାଥ ତୁମ ଚରଣେ ପ୍ରଣତି
ଘେନିବ ଠାକୁର କରେ ଅନ୍ତରେ ମିନତି 
ପ୍ରଭୁ ଏହି ନୂଆଁ ବର୍ଷ,
ଆଶିଷରେ ଭରି ତୁମ ଢାଳି ଦିଅ ହସ..୧
ଦୁଃଖ ନ ଦେବି କାହାରେ ଏହି ବୁଦ୍ଧି ଦିଅ
ହୃଦୟରେ ଦୟା କ୍ଷମା ପ୍ରେମ ଭରିଦିଅ
ତୁମ କରୁଣାର ଧାରା,
ହରଷରେ ଢାଳି ଦିଅ ପ୍ରଭୁ ଜଗ ସାରା…୨
କୋଟି କୋଟି ପ୍ରଣିପାତ ଘେନାକର ନାଥ
ସଭିଙ୍କ ଜୀବନେ ଢାଳ ସୁଖ ଅପ୍ରମିତ
ତୁମ ଠାରେ ଭାବ ଭରି,
ରଖୁଥିବ ହେ ଠାକୁର ଏତିକି ଗୁହାରି…୩

  ଫୁଲବାଣୀ, କନ୍ଧମାଳ

Related posts

ଅର୍ଜୁନୀ ଚରଣ ବେହେରା ଙ୍କ ଭଜନ= ଜଗଜ୍ଜନ ବନ୍ଧୁ ଜେମା ଜୀବବନ୍ଧୁ   

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା __ ନୀଡ଼ __

Sunil Chandra Nayak

ସରୋଜିନୀ ପତି ଙ୍କ କବିତା  = ପଖାଳ =

Sunil Chandra Nayak

Leave a Comment

error: Content is protected !!