ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜାତୀୟ ବାଳିକା ହ୍ୟାଣ୍ଡ ବଲ ପ୍ରତିଯୋଗିତା ରେ ଭୂବନ ମାଟି ର ଝିଅ ଶ୍ୱେତପଦ୍ମା

ଢେ଼ଙ୍କାନାଳ ( ମ ସୀ ହା) ଆସନ୍ତା ୧୧ ତାରିଖ ରେ ରାଜସ୍ଥାନ ରେ ଅନୁଷ୍ଠିତ ହେବାକୁ ଥିବା ୪୪ ତମ ଜାତୀୟ ବାଳିକା ହ୍ୟାଣ୍ଡ ବଲ ପ୍ରତିଯୋଗିତା ରେ ୧୬ ଜଣ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ତନ୍ମଧ୍ୟରେ ଭୁବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର କୃତି ଛାତ୍ରୀ ଶ୍ୱେତପଦ୍ମା ସାହୁ ସାମିଲ୍ ହୋଇଛନ୍ତି lଶ୍ୱେତପଦ୍ମା ହେଉଛନ୍ତି ଶ୍ରୀ ରତିକାନ୍ତ ସାହୁ ଓରଫ୍ ଫକୀର ସାର୍ ଙ୍କ ଝିଅ।

ଓଡ଼ିଶା ଟିମ୍ ରେ ଅଛନ୍ତି ଶ୍ୱେତପଦ୍ମା ସାହୁ।ଆମ ଜିଲ୍ଲା ତଥା ଭୁବନ ପାଇଁ ଏହା ଏକ ଗୌରବର ବିଷୟ।ଶ୍ୱେତପଦ୍ମା ସାହୁ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଅନୁଷ୍ଠାନ, ଅଂଚଳ ବାସୀ ଓ ବୁଦ୍ଧିଜୀବୀ ସମୂହ ପ୍ରାର୍ଥନା କରିଛନ୍ତି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ମାଁ ହଣ୍ଡା ଖଡିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ରାବଣାଗୁଡା ଦଳ ଚମ୍ପିୟାନ 

masiha

ମା ବସ୍ତରେନ ମାଉଲୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଜାପିତ

Sunil Chandra Nayak

ମା ଲଙ୍କେଶ୍ଵରୀ ଖଣ୍ଡାବସା ଫୁଟବଲ କପ ଖେଳ 

Sunil Chandra Nayak

Leave a Comment

error: Content is protected !!