ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

1996 ମାଟ୍ରିକ ବ୍ୟାଚ୍ ର ବନ୍ଧୁ ମିଳନ

ରାଇଘର  // ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦମହକୁମା ସ୍ଥିତ ହାଇସ୍କୁଲ ରେ 1996 ମସିହାରେ ଅଧ୍ୟୟନ କରୁଥିବା ମାଟ୍ରିକ ଵ୍ୟାଚ୍ ର ବନ୍ଧୁ ମିଳନ ହୋଇଯାଇଛି। ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ 1996 ମସିହାରେ ଅଧ୍ୟୟନ କରୁଥିବା ସମସ୍ତ ବନ୍ଧୁ ଏକାଠି ହୋଇ ଅଧ୍ୟୟନ କରୁଥିବା ସମୟର ଶ୍ରୁତି ଚାରଣ କରିଥିଲେ। 27 ବର୍ଷ ତଳର ଏବଂ ବର୍ତ୍ତମାନ ର ଶିକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରାଯାଇଥିଲା ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ 1996 ମସିହାରେ ଅଧ୍ୟୟନ କରୁଥିବା ସମସ୍ତ ବନ୍ଧୁ ଏକାଠି ହୋଇଥିବା ଦେଖିବାକୁ ମିଳିଥିଲା। ଏହି ବନ୍ଧୁ ମିଳନ ରେ ବିଶ୍ୱଜିତ୍ ମହାରଣା, ରୁପସିଂ ନାୟକ, ଗୌତମ, କୁନୁ ଛତ୍ରିଆ, ବବିତା ପାଣିଗ୍ରାହୀ, ଶାନ୍ତି ମରାଠା, ସିମାଞ୍ଚଳ ସାହୁ, ଲବ କୁଲଦୀପ, ହେମନ୍ତ, ନନ୍ଦ ମିର୍ଦ୍ଧା, ଲମ୍ବୁ ସତନାମି ଙ୍କ ସମେତ 1996 ବ୍ୟାଚ ର ସମସ୍ତ ବନ୍ଧୁ ଉପଷ୍ଟିତ ଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୪୩ ଟି ଅଭିଯୋଗ ଶୁଣାଣି କଲେ ଜିଲ୍ଲାପାଳ 

masiha

ରାୟଗଡ଼ା ଜିଲ୍ଲାରେ “ଆସ ଖେଳିବା ଆସ ଶିଖିବା” କାର୍ଯ୍ୟକ୍ରମର ଶୁଭାରମ୍ଭ

Sunil Chandra Nayak

ଲକ୍ଷ୍ମୀ ଙ୍କୁ ମେଦିନୀପୁର ରେ ଭବ୍ୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!