ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଆଞ୍ଚଳିକ ବସ୍ତରିଣି ମହାବିଦ୍ୟାଳୟ ସାନଚେରଗାଁ ରେ ରକ୍ତଦାନ ଶିବିର ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଆଞ୍ଚଳିକ ବସ୍ତରିଣି ମହାବିଦ୍ୟାଳୟ ସାନଚେରଗାଁ ରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।. ଶିବିର ରେ ଗୋଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ବିଜୟ ପଣ୍ଡା ଉପସ୍ଥିତ ରହି ଶିବିର କୁ ଉଦଘାଟନ କରିଥିଲେ.। ଶିବିର ରେ ପ୍ରଥମେ ରେଡକ୍ରସ ୟୁନିଟ ର ସଭାପତି ତଥା କଲେଜ ର ଅଧ୍ୟକ୍ଷ ତ୍ରିଲୋଚନ ସାହୁ ରକ୍ତଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିବା ବେଳେ ସାନଚେରଗାଁ ଆଞ୍ଚଳିକ ବସ୍ଥରିଣୀ ମହାବିଦ୍ୟାଳୟ ର ଅଧ୍ୟାପକ ଓ ଛାତ୍ର ଛାତ୍ରୀ ମାନେ ମୋଟ 41 ୟୁନିଟ ରକ୍ତ ଦାନ କରିଥିବା ସୂଚନା ମିଳିଛି.। ରକ୍ତ ସଂଗ୍ରହ ପାଇଁ ଭବାନୀପାଟଣା ରକ୍ତ ଭଣ୍ଡାର ରୁ ଅଜିତ କୁମାର ନାଏକ, ଡମ୍ବରୁଧର ସାହୁ, ଗିରିଶ କୁମାର ନାଏକ ଥିବା ବେଳେ ରଞ୍ଜନ ପଣ୍ଡା, କେଶବଲାଲ ସାହୁ,ପ୍ରସନ୍ନ ଗହୀର, ଜୟଦେବ ପାଢ଼ୀ, ହୃଦାନନ୍ଦ ହାତୀ, ଅଗସ୍ତି ସୁନାନୀ, ଶିଶିର ସାହୁ ପ୍ରମୁଖ ସହଯୋଗ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ପୁଣି କରୋନା ଭୟ…. ଡାକ୍ତରଖାନା ଗୁଡିକରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର

Sunil Chandra Nayak

ବଢ଼ିଲାଣି ସଂକ୍ରମଣ: ଆଜି ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି.

Sunil Chandra Nayak

ଖଣ୍ଡିଆଗୁଡା ରେ ଅନ୍ଧବିଶ୍ୱାସ ଆଗରେ ସଚେତନତା କାର୍ଯ୍ୟକ୍ରମ ତୁଛ ହୋଇଗଲା : ଗୁରୁମାଇ ଆଣି ପୂଜା ଓ ବଳି ଦେଲେ

Sunil Chandra Nayak

Leave a Comment

error: Content is protected !!