ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କରଚଳା ଉଚ୍ଚ ମାଧ୍ୟମିକ ବିଦ୍ୟଳୟରେ ଆତ୍ମାସୁରକ୍ଷା ତାଲିମ ଶିବିର ଉଦଯାପିତ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ କରଚଳା ଉଚ୍ଚ ମାଧ୍ୟମିକ ବିଦ୍ୟଳୟରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟଳୟର ଅଧକ୍ଷ ହିମାଂଶୁ ମୋହନ ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ସି ଆର ସି ସି ଗୋଦାବରୀଶ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।ଏଥିରେ ମାଷ୍ଟର ଟ୍ରେନର ଭାବରେ ଧନୀକ। ନ।ଏକ ଛାତ୍ରୀ ମାନଙ୍କୁ ବିଭିନ୍ନ କୌଶଳ ଉପରେ ତାଲିମ ପ୍ରଦାନ କରିଥିଲେ ।ଏଥିରେ ଅଧ୍ୟାପକ ଭାରତ ଭୂଷଣ ମୁଣ୍ଡ , ଭବାନୀ ଶଙ୍କର ପଣ୍ଡା ,ସୁବାଷ ମେହେର ,ଗିରିଧାରୀ ନାଗ ଓ ଗ୍ରନ୍ଥାଗାର ସୁଧୀର ପଣ୍ଡା , ଅକ୍ଷୟ ହାତୀ ପ୍ରମୁଖ ଉପସ୍ଥିତ ଥିଲେ ।ଉକ୍ତ ଶିବିରକୁ ଖେଳ ଶିକ୍ଷକ ଜୟ କିଶନ ବେହେରା ପରିଚାଳନା କରିଥିଲେ ।ଏହି ଶିବିର ୮ ଦିନ ଧରି ଚାଲୁ ରହି ଥିଲା । କାର୍ଯ୍ୟକ୍ରମ ର  ଉଦଯାପିତ    ଦିବସରେ ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି । ଭବାନୀ ଶଙ୍କର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଲିଗ ମ୍ୟାଚ ଅନୁଷ୍ଠିତ

masiha

ଲାବଣ୍ୟ ମାଝୀ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ରାଜ୍ୟ ସ୍ତରୀୟ ଧବଳେଶ୍ୱର କପ

masiha

Leave a Comment

error: Content is protected !!