ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଲ ମହୋତ୍ସବ ତୃତୀୟ ସନ୍ଧ୍ୟା

ନୂଆପଡା, ନୂଆପଡା ଜିଲ୍ଲା ଖଡ଼ିଆଳ ରାଜା ଅର୍ତ୍ତତ୍ରାଣ ହାଇ ସ୍କୁଲ ଠାରେ ହେଉଥିବା ମହୋତ୍ସବ ୨୦୨୩ ତୃତୀୟ ସନ୍ଧ୍ୟା । ଏହି ମହୋତ୍ସବ ସର୍ବୋପରି ସଂସ୍କୃତି, ସାହିତ୍ୟ, ଐତିହ୍ୟ କଳା ଆଦିର ଏନ୍ତୁଡିଶାଳ ଖଡିଆଳର ଏକ ସ୍ଵତନ୍ତ୍ରତା ରହିଅଛି । ଏ ଅବସରରେ ଖଡ଼ିଆଳ ମହୋତ୍ସବ ମଙ୍ଗଳବାର ଦିନ ସନ୍ଧ୍ୟା ସମୟର କାର୍ଯ୍ୟକ୍ରମ ବିଭିନ୍ନ ଅନୁଷ୍ଠାନ, ବିଦ୍ୟାଳୟ ମାନଙ୍କର ଦଳ ଗତ ନୃତ୍ୟକୁ ଗଙ୍ଗାଧର ମହାଉତି ପରିଚାଳନା କରିଥିଲେ। ନେହେନା ଆଶ୍ରମ ବିଦ୍ୟାଳୟ, ଜୟ ସେନାମ, ନବ ପ୍ରଭାତ ଓପନ ସେଲଟର ହୋମ, ବିଶ୍ୱକର୍ମା ଟ୍ରଷ୍ଟ, ତୁର୍ଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଅଭି ଡେନ୍ସ ଗ୍ରୁପ, ଲଛିପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମୁସ୍କାନ ଡେନ୍ସ ଗ୍ରୁପ, ସାଇନିଙ୍ଗ ଷ୍ଟାର ଡେନ୍ସ ଗ୍ରୁପ, ବିନାୟକ ଏକାଡେମୀ, ଆଦର୍ଶ ସ୍ୱାତକ ମହା ବିଦ୍ୟାଳୟ, ପ୍ରିଷ୍ଠାଇଲ ଡେନ୍ସ ଗ୍ରୁପ, ଇମ୍ପାରିୟଲ ପୁବ୍ଲିକ ସ୍କୁଲ, ଓମ ସାଇ ପୁବ୍ଲିକ ସ୍କୁଲ, ୱେଷ୍ଟେନ ଓଡିଶା ପୁବ୍ଲିକ ସ୍କୁଲ, ମହାମାୟା ମହାବିଦ୍ୟାଳୟ ଖଡ଼ିଆଲ, ଧର୍ମେସ ଡେନ୍ସ ଗ୍ରୁପ, ଅନୀଲ ଡେନ୍ସ ଗ୍ରୁପ, ଓଡିଶା ଆଦର୍ଶ ବିଦ୍ୟାଳୟ ବାଦୀ, ଖଡ଼ିଆଲ ପୁବ୍ଲିକ ସ୍କୁଲ ଖଡ଼ିଆଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଖଡ଼ିଆଲ, ଲିଟିଲ ଷ୍ଟାର ପୁବ୍ଲିକ ସ୍କୁଲ, ମା ମମତା ଡେନ୍ସ ଗ୍ରୁପ ଖଡ଼ିଆଲ ସଂସ୍କୃତିକ କାର୍ଯ୍ୟକ୍ରମ ଶେଷରେ ସଭା ଆରମ୍ଭ ହୋଇଥିଲା । ତୃତୀୟ ସନ୍ଧ୍ୟାର ସଭାରେ ସଭାପତିତ୍ବ କରିଥିଲେ ମହୋତ୍ସବ କମିଟିର ଉପ ସଭାପତି ସୁଶାନ୍ତ ତାଣ୍ଡି, ମୁଖ୍ୟ ଅତିଥି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଯୋଗ ଦେଇଥିବା ବେଳେ ସଂମ୍ମାନିତ ଅଥିତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଇନ୍ଦ୍ରମଣି ବେହେରା, ଅଧକ୍ଷ୍ୟା ପଞ୍ଚାୟତ ସମିତି ସିନାପାଲି ମାଧୁରୀ ମାଝୀ, ଗୋଷ୍ଟି ଉନ୍ନୟନ ଅଧିକାରୀ ସିନାପାଲି ସର୍ବେଶ୍ୱର ଜାଲ, ଜିଲ୍ଲା ପରିଷଦ ସଦସ୍ୟା ଜୋନ ନଂ ୧୩ ଯଜ୍ଞସେନି କଟା, ଜିଲ୍ଲା ପରିଷଦ ସଦସ୍ୟା ଜୋନ ନଂ ୧୪ ଆଶାଳତା ଜୈନ, ଜିଲ୍ଲା ପରିଷଦ ସଦସ୍ୟା ଜୋନ ନଂ ୧୨ ପୁଷ୍ପାଞ୍ଜଳି ଗୋୟଲ, ଜିଲ୍ଲା ପରିଷଦ ସଦସ୍ୟା ଜୋନ ନଂ ୫ ତନୟା ଶବର, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ପ୍ରାଧ୍ୟାପକ, ରିଷିଡା ମହାବିଦ୍ୟାଳୟ, ଡ ଦାଶରଥି ଆଚାର୍ଯ୍ୟ । ସ୍ୱାଗତ ସମ୍ଭାଷଣ ଓ ଅଥିତି ପରିଚୟ ଶିକ୍ଷକ ରାଜା ଅର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖଡ଼ିଆଳ ଗୋୖରାଙ୍ଗ କୁମାର ସାହୁ । ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ମହାତ୍ମା ଗାନ୍ଧୀ + ୨ ମହାବିଦ୍ୟାଳୟ ଖଡ଼ିଆଳ । ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷୟତ୍ରୀ ପବ୍ଲିକ ସ୍କୁଲ ଖଡ଼ିଆଳ ସୁଜାତା ପାଣିଗ୍ରାହୀ । ରାତ୍ରରେ ସଂସ୍କୃତିକ କାର୍ଯ୍ୟକ୍ରମ ନାଵକେଳି ପଞ୍ଚମ ବଲାଙ୍ଗୀର, ବିହୁ ନୃତ୍ୟ ଗିରିରାଜ ବିହୁ ଆସାମ, ନାଟକ ଆମର ଗାଁ ଖଡ଼ିଆଳ ସଂସ୍କୃତିକ ଅନୁଷ୍ଠାନ ଖଡ଼ିଆଳ, ସମ୍ବଲପୁରୀ ଅର୍କେଷ୍ଟ୍ରା ଶାନ୍ତନୁ ସାହୁ ଓ ଅର୍ଚ୍ଚନା ପାଢ଼ୀ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଆଗାମୀ ପର୍ବପର୍ବାଣୀ ନେଇ ଆମ ପୁଲିସର ଶାନ୍ତି ବୈଠକ

Sunil Chandra Nayak

ବିଶ୍ଵ ବନ ଦିବସରେ ବନପାଳ ସମ୍ମାନୀତ

Sunil Chandra Nayak

ସାମ୍ବାଦିକ ଓ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନିତ କରିବା ପଡିଲା ମହଙ୍ଗା

Sunil Chandra Nayak

Leave a Comment

error: Content is protected !!