ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଫଟାମୁଣ୍ଡା ରେ ନାମଯଜ୍ଞ ଶୁଭ ଖମ୍ଭ ସ୍ଥାପନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମରେ ଷୋହଳ ପ୍ରହାର ନାମ ଯଜ୍ଞ ପାଇଁ ଶୁଭ ଖମ୍ଭ ସ୍ଥାପନ ହୋଇ ଯାଇଛି l ଏଥିରେ ସୁନ୍ଦର ରଣା ଓ ତାଙ୍କ ଧର୍ମପତ୍ନୀ ସୁକେଶୀ ରଣା ଯଜ୍ଞ କର୍ତ୍ତା ଦାୟିତ୍ୱ ତୁଲାଉ ଥିବା ବେଳେ ପୂଜକ ଭାବେ ବିକ୍ରମ ଦାସ ପୂଜାକାର୍ଯ୍ୟ ତୁଲାଇ ଥିଲେ l ବହୁ ଆନନ୍ଦ ଉଲ୍ଲାସର ସହ ଗ୍ରାମବାସୀ ଏହି ଶୁଭ ଖମ୍ଭ ସ୍ଥାପନ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ l ଚଳିତ ମାସ ୨୩ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ଫଟାମୁଣ୍ଡା ଗ୍ରାମରେ ଷୋହଳ ପ୍ରହାର ନାମଯଜ୍ଞ ଅନୁଷ୍ଠିତ ହେବ ବୋଲି କମିଟି ର ସଭାପତି ଶରତ ରଣା ଓ ସମ୍ପାଦକ ସୁରେଶ ରଣା ସୂଚନା ଦେଇଛନ୍ତି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଡଙ୍ଗଘାଟ ରେ ମଲିକ ବଂଶିୟ ଗଣ୍ଡ ସମାଜ ପକ୍ଷରୁ ସୂ ମାତଳାବୁଢ଼ାଦେଓ ପୌଷ ଯାତ୍ରା ପାଳିତ

masiha

ଡାବୁଗାଁ ର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ 

masiha

ଚୁଳିଆ ଗ୍ରାମରେ ମା ତାରିଣୀ ମନ୍ଦିରର ରତ୍ନମୂଦ

masiha

Leave a Comment

error: Content is protected !!