ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଜଙ୍ଗଲ ସାଥିରେ ବସିବା ମିତ” ଶୀର୍ଷକ କବିତା ଆସର ଅନୁଷ୍ଠିତ 

ଢେ଼ଙ୍କାନାଳ (ମ ସୀ ହା) ୧୭/୦୧/୨୩ ରିଖ ଦିନ ଓଡ଼ପଡ଼ା ବ୍ଲକ୍ ଇନ୍ଦିପୁରସ୍ଥିତ ସାଗର ସାହିତ୍ୟ ସଂସଦ ଜନ ସଚେତନତା ସୃଷ୍ଟି କରି “ଜଙ୍ଗଲ ସାଥିରେ ବସିବା ମିତ ଶୁଣାଇବା ପ୍ରେମ ର ଗୀତ ” ଶୀର୍ଷକ ସ୍ଲୋଗାନ ଦେଇ ଜ୍ୟୋତିର୍ବିଦ ଶ୍ରୀବତ୍ସ କୁମାର ନାୟକ ସଭା ପରିଚାଳନା କରଥିଲେ l ସମ୍ମାନିତ ଅତିଥି ଭାବରେ ଇନ୍ଦିପୁର ଗ୍ରାମର ସଫଳ ବ୍ୟବସାୟୀ ଶ୍ରୀଯୁକ୍ତ ଜଗବନ୍ଧୁ ସାହୁ, ଯୋଗ ଦେଇ ବୃକ୍ଷ ବିନା ଜୀବନ ଅସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ l ସମ୍ପାଦକ ତ୍ରିଲୋଚନ ମହାରଣା ଆଦିମ କାଳରୁ ବୃକ୍ଷ ବା ଜଙ୍ଗଲ ସହ ମଣିଷ ସହ କେଡେ ବିବିଡ ସମ୍ପର୍କ ତାହା ବର୍ଣ୍ଣନା ଥିଲେ l

ସଂସଦର ଉପସଭାପତି ହେମନ୍ତ କୁମାର ନାୟକ ଙ୍କ ଶଦ୍ଦ ଓ ଭାବ ସଂଯୋଜନା ଉକ୍ତ ଆସର କୁ ମୁଖରିତ କରିଥିଲା lକବି ଭାସ୍କର ଚନ୍ଦ୍ର ବେହେରା,ରବି ନାରାୟଣ ନାୟକ, ଧନେଶ୍ଵର ସେନାପତି, ଡମ୍ବରୁଧର ପ୍ରଧାନ, ପ୍ରଶାନ୍ତ କୁମାର ସାହୁ, ଦୁଃଶାସନ ସାହୁ ସ୍ବରଚିତ କବିତା ପାଠ କରିଥିଲେ। ପରିଶେଷରେ ଜଙ୍ଗଲ ସାଥିରେ ବସିବା ମିତ ଗୀତ ଗାଇ ଡାଲ୍ ଖାଇ ଠାକୁରାଣୀ ଙ୍କ ପାଖରେ ଡାଳ ଖଣ୍ଡେ ଦେଇ କବି କାମାକ୍ଷା ପ୍ରସାଦ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଜୈବିକ ପ୍ରଣାଳୀରେ କୃଷି କାର୍ଯ୍ଯ କରିବା ପାଇଁ କୃଷକ ମାନଙ୍କୁ ନେଇ ବୈଠକ ଅନୁଷ୍ଟିତ

Sunil Chandra Nayak

୩୯ତମ ବର୍ଷାନ୍ତ ‘ର ସମ୍ମାନ ଘୋଷଣା ଗୀତାରାଣୀ, କାଞ୍ଚନ,ଜ୍ୟୋତି ଓ ପ୍ରଶାନ୍ତ ସମ୍ମାନିତ ହେବେ

masiha

ବାଇକ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର

masiha

Leave a Comment

error: Content is protected !!