ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ଫ୍ରେଵୃୟାରି ମାସରେ କାମାକ୍ଷା ମହୋତ୍ସବ ହେଵାକୁ ଥିବା ସାରଙ୍ଗଧର ଷ୍ଟାଡିୟମ ପଡ଼ିଆ ପରିଦର୍ଶନ କରିଲେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ

କାମାକ୍ଷାନଗର (ମ ନି ସ)୧୯/୦୧ ଆସନ୍ତା ଫ୍ରେଵୃୟାରି ମାସରେ କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ଠାରେ କାମାକ୍ଷା ମହୋତ୍ସବ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଦିବା ୧୦ ଘଟିକା ସମୟରେ ମାନ୍ୟବର ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ,ସ୍ଥାନୀୟ ନଗରପାଳ ଧର୍ମାନନ୍ଦ ପରିଡା , ସ୍ଥାନୀୟ ଉପ-ଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ , ବରିଷ୍ଠ କ୍ରୀଡାବିତ୍ ଆଦିତ୍ୟ ଆଚାର୍ଯ୍ୟ ଏବଂ ମଙ୍ଗତଲାଲ୍ କଟାରୁକାଙ୍କ ଭଳି ପ୍ରମୁଖ ମାନ୍ୟଗଣ୍ୟ ବୁଦ୍ଧିଜୀବିଙ୍କୁ ସାଥୀରେ ନେଇ ପଡ଼ିଆ ପରିଦର୍ଶନ କରି କାମାକ୍ଷା ମହୋତ୍ସବ କିଭଳି ଆଡମ୍ବର ସହ ପାଳନ କରାଯିଵ ସେ ବିଷୟରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ତଦାରଖ କରିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଦ୍ୟୁତ ଆଘାତରେ ଲେତେର ଗ୍ରାମର ଜଣେ ମୃତ

Sunil Chandra Nayak

ଜାତୀୟ ଚେତନାରେ ଉଦବୁଦ୍ଧ ଯୁବ ସଂଗଠକ : ଇଂ.ବିପ୍ର ରଞ୍ଜନ ନାୟକ

Sunil Chandra Nayak

ମଣ୍ଟଫୋର୍ଟ ସ୍କୁଲ୍,ଢେଙ୍କାନାଳରେ ବାର୍ଷିକ ବିଜ୍ଞାନ,ଗଣିତ, ପରିବେଶ ଓ କଳା ପ୍ରଦର୍ଶନୀ -୨୦୨୫ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!