ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ପୋଲିସ କୁ ବଡ଼ ସଫଳତା

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ପିତିରି ଜଙ୍ଗଲ ରୁ ୩ଜଣ ଡକାୟତ ଙ୍କୁ କାବୁ କଲା ପୋଲିସ୍ l ସୁଚନା ମୁତାବକ ସେମାନେ ଠାରୁ ଗୋଟିଏ ତେଲେଙ୍ଗାକାତି , ଗୋଟିଏ ଦେଶୀ କଟୁରି ଓ ଗୋଟିଏ ବନ୍ଧୁକ ଜବତ କଲା ପୋଲିସ ,ସେମାନେ ହେଲେ ମୋଟଙ୍ଗାଥାନା ଅନ୍ତର୍ଗତ ବରବାହାଳୀ ଗ୍ରାମର ସୌମ୍ୟରଞ୍ଜନ ପ୍ରଧାନ, ମୁନା ପ୍ରଧାନ ଓ ସଞ୍ଜୟ ପ୍ରଧାନ । ସେମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ ପୋଲିସ କୋର୍ଟ ଚାଲାଣ କରିଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତିରିଂ ଥାନା ! କୁଦରସାହୀ ନିକଟରେ ବସ ବାଇକ୍ ଆମନାସାମନା; ଆଦିବାସୀ ଯୁବ କଳାକାରଙ୍କ ମୃତ୍ୟୁ 

Sunil Chandra Nayak

ଘର ଲିପିବାକୁ ମାଟି ନେବାକୁ କେନ୍ଦ୍ର କରି ଥାନାରେ ମାମଲା 

masiha

ଗୋଡ଼ଭଞ୍ଜା ବିଦେଶୀ ମଦ କୋଠି ରେ ଧର୍ମଗଡ ପୋଲିସ ର ଚଢ଼ାଓ, ଜଣେ କୋର୍ଟ ଚାଲାଣ

masiha

Leave a Comment

error: Content is protected !!