ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ପୋଲିସ କୁ ବଡ଼ ସଫଳତା

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ପିତିରି ଜଙ୍ଗଲ ରୁ ୩ଜଣ ଡକାୟତ ଙ୍କୁ କାବୁ କଲା ପୋଲିସ୍ l ସୁଚନା ମୁତାବକ ସେମାନେ ଠାରୁ ଗୋଟିଏ ତେଲେଙ୍ଗାକାତି , ଗୋଟିଏ ଦେଶୀ କଟୁରି ଓ ଗୋଟିଏ ବନ୍ଧୁକ ଜବତ କଲା ପୋଲିସ ,ସେମାନେ ହେଲେ ମୋଟଙ୍ଗାଥାନା ଅନ୍ତର୍ଗତ ବରବାହାଳୀ ଗ୍ରାମର ସୌମ୍ୟରଞ୍ଜନ ପ୍ରଧାନ, ମୁନା ପ୍ରଧାନ ଓ ସଞ୍ଜୟ ପ୍ରଧାନ । ସେମାନଙ୍କୁ ଡାକ୍ତରୀ ପରୀକ୍ଷା ପରେ ପୋଲିସ କୋର୍ଟ ଚାଲାଣ କରିଛି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଯୁବତୀ ଙ୍କୁ ଧର୍ଷଣ ମାମଲାରେ ଫରାର ଯୁବକ ଗିରଫ

Sunil Chandra Nayak

ସୀମାନ୍ତରେ ଆଦିବାସୀଙ୍କୁ ପ୍ରତାରଣା : ୨୫ ବର୍ଷ ଧରି ହଜାର ହଜାର ଏକର ଜମି ଆନ୍ଧ୍ର ଡାକ୍ତରଙ୍କ ହାତରେ ,  ଏକରକୁ ବାର୍ଷିକ ମିଳୁଛି ମାତ୍ର ୪ହଜାର ରୁ ୬ହଜାର ଟଙ୍କା

Sunil Chandra Nayak

ମରୁଆଁ ସରପଞ୍ଚ ଙ୍କ ସ୍ୱାମୀ ତଥା ଯୋଗିମୁଣ୍ଡା ମଣ୍ଡଳ ବିଜେପି ସଭାପତି ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

masiha

Leave a Comment

error: Content is protected !!