ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁବାଷ ବୋଷ ଙ୍କ ଜୟନ୍ତୀ ପାଳିତ

ସାରା ବିଶ୍ୱର ଅନନ୍ୟ ଯୋଦ୍ଧା, ଆଜାଦ୍ ହିନ୍ଦ୍ ଫୈାଜର ପ୍ରତିଷ୍ଠାତା, ଭାରତ ସ୍ୱାଧିନତା ଆନ୍ଦୋଳନର ବହ୍ନିଶିଖା ବିଶେଷ କରି ଆମ ଓଡିଶା ମାଆ ମାଟିର ସୁଯୋଗ୍ୟ ସନ୍ତାନ ଓ ଜାତିର ମହାନାୟକ ସୁବାସ ଚନ୍ଦ୍ର ବୋଷଙ୍କ ୧୨୭ ତମ ପବିତ୍ର ଜୟନ୍ତୀ ଉତ୍ସବ ରେ ଆଜି ଆଜାଦ୍ ୟୁଥ୍ ଫେଦ୍ରେସନ ତରଫରୁ ଖଡ଼ିଆଳ ଆଜାଦ୍ ଚୌକ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ୧୨୫ତମ ଜୟନ୍ତୀ ପାଳନ କରାଗଲା। ଏ ଥିରେ ହେମିଓ ପେଥିକ ଡ ସିଦ୍ଧାର୍ଥ ଶଙ୍କର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ। ସଭାପତି ଦୂର୍ବା ରଞ୍ଜନ ଖମାରୀ ସଭାପିତ୍ବ କରିଥିଲେ । ସଞ୍ଜୟ ଶର୍ମା, ନୌଶଦ୍ ଅହମ୍ମଦ, ଅଜୟ ସେବକ, ଅଶୋକ ବାଗ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୁସ୍କୁଟି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

ଗୋଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ଭିଜନ ୨୦୩୬ ଓ ୨୦୪୭ ଅନୁଷ୍ଠିତ  ବିକଶିତ ଓଡିଶା ପାଇଁ ବିକଶିତ ମୟୂରଭଞ୍ଜ ପରାମର୍ଶ କର୍ମଶାଳା 

masiha

Leave a Comment

error: Content is protected !!