ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ହକିକପ ଉପଲକ୍ଷେ ନେସନାଲ କଲେଜ ପରିସର ମଧ୍ୟରେ ଫଟୋଚିତ୍ର ହକି ପ୍ରଦର୍ଶନୀ

ନୂଆପଡା, ନୂଆପଡା ଜିଲ୍ଲା ସଦର ମହକୁମା ସ୍ଥିତ ନେସନାଲ କଲେଜ ପରିସର ମଧ୍ୟରେ ବିଶ୍ଵ ହକି କପ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାର ଫଟୋଚିତ୍ର ନେଇ ବିଶ୍ଵ ହକି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ରୂପେ ଓଡିଶାଯୋଜନା ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇ ଯୁବ ଗୋଷ୍ଠୀ କ୍ରୀଡ଼ା କୁ ଜୀବନର ଲକ୍ଷ ବାଛି ଅନେକ ସୁବିଧା ଏବଂ ସୁଯୋଗ ମିଳିପାଇବ ବୋଲି ମତବ୍ୟକ୍ତ କରିଥିଲେ। ଏହି ପ୍ରଦର୍ଶନୀ ରେ କଲେଜ ଅଧକ୍ଷା କବିତା ରଥ ଅଧକ୍ଷତା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନରସିଂହ ସାହୁ, ଗଜେନ୍ଦ୍ର ନାଏକ, ଦୁର୍ଲ୍ଲଭ ବେହେରା, ହିତେଶ ସାହୁ, ବୈଦ୍ୟନାଥ ଗଡ଼ତିଆ ,ମମତା ପଟ୍ଟନାୟକ , ନମ୍ରତା ତ୍ରିପାଠୀ ଗୋପୀ ଗୋପାଳ ସୁନା,ପ୍ରକାଶ ସାହୁ, ଈଶ୍ଵର ପଟେଲ ମନିଷ ଦେୱାଙ୍ଗନ ପ୍ରମୁଖ ଯୋଗ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଇନ୍ଦ୍ରାବତୀ ସ୍ଥିତ ପି ଏମ ଶ୍ରୀ ଜୱାହର ନବୋଦୟ ବିଦ୍ୟାଳୟ ରେ ବିଜ୍ଞାନ ପ୍ରଦର୍ଶନୀ: ଉଦ୍ଭାବନ ଏବଂ ବୈଜ୍ଞାନିକ ମନୋଭାବର ପ୍ରଦର୍ଶନ

Sunil Chandra Nayak

ଝରିଗାଁ ବ୍ଲକରେ ରହିଛି ଗୋଟିଏ ବି ଶୌଚାଳୟ ନଥିବା ୩ଟି ଗାଁ

masiha

ଅନୁଷ୍ଠିତ ହେଲା ବାର୍ଷିକ ଉତ୍ସବ ଓ ପୁସ୍ତକ ଉନ୍ମୋଚନ ସଭା

Sunil Chandra Nayak

Leave a Comment

error: Content is protected !!