ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ, ପଞ୍ଚାୟତ ମାନଙ୍କରେ ଗ୍ରାମସଭା

ବନ୍ଧୁଗାଁ ତା,୨୬/୧।୨୩,ଆଜି ବନ୍ଧୁଗାଁ ବ୍ଲକର ସରକାରୀ ଓ ବେଶରକାରୀ ଏବଂ ବ୍ଲକର ତେରଗୋଟି ପଞ୍ଚାୟତ ମାନଙ୍କ ଠାରେ ୭୪ତମ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଛି I ଏହି କାର୍ଯ୍ୟକ୍ରମ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ସରପଞ୍ଚ ମାନେ ମୁଖ୍ୟ ଅତିଥି ଭାବରେ ଓ ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ଅଧ୍ୟକ୍ଷା ମୁଖ୍ୟ ଅତିଥି ଭାବରେ ଓ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର, ଶିକ୍ଷା କେନ୍ଦ୍ର, ଓ ଅନ୍ୟାନ୍ୟ ସରକାରୀ କାନ୍ଦ୍ର ମାନଙ୍କରେ କାର୍ଯ୍ୟାଳୟରେ ମୁଖ୍ୟ ବ୍ୟକ୍ତି ଯୋଗଦାନ କରି ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସମବେଦ ଜନ ସାଧାରଣକୁ ପବିତ୍ର ସାଧାରଣତନ୍ତ୍ର ଦିବସ ଉଦବୋଧନ କରିଥିଲେ I ଏହି କାର୍ଯ୍ୟକ୍ରମରେ ବନ୍ଧୁଗାଁ ତହସିଲ ଦାର ସଦାଶିବ ଭତ୍ରା ନିଜ କାର୍ଯ୍ୟାଳୟ ଠାରେ ପତାକା ଉତ୍ତୋଳନ କରିଥିଲେ I ପ୍ରତ୍ୟକ ବିଦ୍ୟାଳୟ ମାନଙ୍କରେ ବିଦ୍ୟାଳୟର ଛାତ୍ରଛାତ୍ରୀ ସକାଳୁ ପ୍ରଭାତ ଫେରୀ ରାମଧୂନ କାର୍ଯ୍ୟକ୍ରମ ସହ ସହରରେ ଥିବା ମହା ପୁରୁଷ ଙ୍କ ପ୍ରତୀ ମୂର୍ତୀରେ ମାଳିଆ ଅର୍ପଣ କରି ଜାତୀୟ ସଂଗୀତ ଗାନ କରିବା ସଙ୍ଗେ ପ୍ୟାରେଟ ସାଂସ୍କୃତିତ କାର୍ଯ୍ୟକ୍ରମରେ କୃତ୍ତି ଛାତ୍ରଛାତ୍ରୀ ମୁଖ୍ୟ ଅତିଥିଙ୍କ ଭାରତର ତ୍ରିରଙ୍ଗା ପତାକାକୁ ଉତ୍ତୋଳନ କରିଥାନ୍ତି I ପ୍ରତ୍ୟକ ବିଦ୍ୟାଳୟର ଛାତ୍ରଛାତ୍ରିଙ୍କ ମାନଙ୍କ ସହ ସହିତ ଅନ୍ତେବାସୀକୁ ଫଳ ଓ ମିଷ୍ଠାନ ବଣ୍ଟନ କରାଯାଇଥିଲା ଓ ଶେଷରେ ଅଞ୍ଚଳବାସୀ ଧନ୍ୟବାଦ ଦେଇଥିଲେ I

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଭୈରବ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ସ୍ଵଚ୍ଛତା କାର୍ଯ୍ୟକ୍ରମ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ,ରାଉରକେଲା ପକ୍ଷରୁ ଅନ୍ତର୍ଜାତୀୟ ବାଣିଜ୍ୟ ଦିବସ ପାଳନ.

Sunil Chandra Nayak

ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଇକୋ କ୍ଲବ୍‌ ପକ୍ଷରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍‌ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!