ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାରାଦ୍ୱୀପ ସାଇ ଆଣ୍ଡ ରାମ ଜରାଶ୍ରମକୁ ଟେକ୍ନିପ କମ୍ପାନୀର ସହାୟତା

ଦୀର୍ଘଦିନ ଧରି ଜଗତସିଂହପୁର ଜିଲ୍ଳାର ପାରାଦ୍ୱୀପସ୍ଥିତ ଜରାଶ୍ରମରେ ପାନୀୟ ଜଳର ସମସ୍ୟା ସହିତ ବିଜୁଳିର ସମସ୍ୟା ଲାଗିରହିଥିଲା !ପାରାଦ୍ୱୀପ ରିଫାଇନାରୀରେ ପିଟିଏ ପ୍ରୋଜେକ୍ଟର ନିର୍ମାଣ ପାଇଁ ନିୟୋଜିତ ଟେକ୍ନିପ ଏନର୍ଜି କମ୍ପାନୀ ତରଫରୁ ଅନେକ ଗୁଡିଏ ସାମାଜିକ କାର୍ଯ୍ୟ କରାଯାଇଛି !ଯେପରିକି ସମୁଦ୍ରକୁଳ ଅଞ୍ଚଳରେ ଟେକ୍ନିପ କମ୍ପାନୀର 40 ଜଣ କର୍ମଚାରୀମାନେ ସ୍ଵଚ୍ଚତା କାର୍ଯ୍ୟ କରିବା ସହିତ ସାଇଡ ମ୍ୟାନେଜର ଓ କମ୍ପାନୀ କର୍ମୀ ମାନେ ସାଇ ଆଣ୍ଡ ରାମ ଜରାଶ୍ରମକୁ ଯାଇ ଶୀତବସ୍ତ୍ର ବାଣ୍ଟିବା ପାନୀୟ ଜଳ ନିମନ୍ତେ ଆରୋ ବ୍ୟବସ୍ଥା ଓ ବିଜୁଳି ନିମନ୍ତେ ସୋଲାର ସିଷ୍ଟମ ବନ୍ଦୋବସ୍ତ କରାଇଥିବାର ସୂଚନା ମିଳିଛି ! ଏହି କାର୍ଯ୍ୟ ପାଇଁ ଜରାଶ୍ରମବାସୀ କମ୍ପାନୀର ଉତ୍ତରୋତ୍ତର କାମନାକରି ଆଶୀର୍ବାଦ ପ୍ରଦାନ କରିଛନ୍ତି 

ପାରାଦ୍ୱୀପରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା .

Related posts

ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ

Sunil Chandra Nayak

ଧର୍ମଗଡ ଠାରେ ଉପଖଣ୍ଡ ସ୍ତରୀୟ ଟେବୁଲ୍ ଟପ୍ ବିପର୍ଯ୍ୟୟ ପ୍ରାକ୍ ପ୍ରସ୍ତୁତି ଅଭ୍ୟାସ

Sunil Chandra Nayak

ଜିଲ୍ଲାସ୍ତରୀୟ ବିକାଶ ମେଳା  ୨୦୩୬ ମସିହା ବେଳକୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ_ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ 

masiha

Leave a Comment

error: Content is protected !!