ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୟା ଭ ଅଗ୍ନି କାଣ୍ଡ ରେ ତିନି ବଖରା ଘର ପୋଡି ଛାରଖାର

କାମାକ୍ଷାନଗର (ମ ନି ସ)31/1_ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ରାଇବୋଲ ପଂଚାୟତ କୋରିଆପାଳ ଗ୍ରାମ ରେ ଭୟାଭୟ ଅଗ୍ନିକାଣ୍ଡ ରେ ତିନି ବଖରା ଘର ଜଳି ଛାରଖାର ହୋଇ ଯାଇଛି lସୂଚନା ମୁତାବକ ଆଜି ସନ୍ଧ୍ୟା ପାଞ୍ଚ ଟା ସମୟ ରେ କୋରିଆପାଳ ଗ୍ରାମ ର କ୍ଷେତ୍ରବାସୀ ମହାନ୍ତ ଙ୍କ ଘରେ କୌଣସି କାରଣ ରୁ ନିଆଁ ଲାଗି ତିନି ବଖରା ପୋଡି ଯାଇଛି l ଘର ର ଆସବା ପତ୍ର ଠୁ ଆରମ୍ଭ କରି ଧାନ ଚାଉଳ ସବୁ ପୋଡି ଛାରଖାର ହୋଇଛି l ନିଆଁ ଲାଗିବା ସମୟ ରେ ସ୍ଥାନୀୟ ସରପଞ୍ଚ ଶାନ୍ତନୁ କୁମାର ସାହୁ ପହଂଚି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କୁ ଫୋନ ଯୋଗେ ଜଣାଇଥିଲେ ଓ ନିଆଁ କୁ ଆୟତ୍ତ କରିଥିଲେ ଓ ସ୍ଥାନୀୟ ସରପଞ୍ଚ ଙ୍କ ଏପରି କାର୍ଯ୍ୟ କୁ ଅଂଚଳବାସି ବେଶ ଖୁସି ଅନୁଭବ କରୁଛନ୍ତି ଓ ସରକାର ଙ୍କ ଯେଉଁ ସବୁ ସୁବିଧା ଅଛି, ତାହା ଯୋଗେଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଶ୍ରମଦାନ କଲେ ଅଞ୍ଚଳବାସୀ

masiha

ଜୁନାଗଡ ତାଲବନ୍ଧପଡ଼ା ଠାରେ ମୋଦୀଜୀଙ୍କ ମନ କୀ ବାତ କାର୍ଯ୍ୟକ୍ରମରେ ସାମିଲ ହେଲେ ନାଗରିକ 

Sunil Chandra Nayak

ରେଳ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!