ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ରୁପ୍ରା, ୨୯/୬ (ମନିସ ) : ନର୍ଲା ବ୍ଳକ୍ ଅନ୍ତର୍ଗତ ଉଲିକୁପା ପଞ୍ଚାୟତର SHG ମହିଳା ମାନଙ୍କୁ ନେଇ ମିଶନ ଶକ୍ତି ନର୍ଲା ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ନିମନ୍ତେ ବ୍ୟାଙ୍କ୍ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା କୁ ନେଇ ସଚେତନତା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ବିପିସି ରୋହିତ ବିଶ୍ୱାଳ, ଉଲିକୁପା ସରପଞ୍ଚ, ସମିତି ସଭ୍ୟ ତଥା BMP, MBK ଓ CRP ପ୍ରମୁଖ ଯୋଗଦେଇ ମିଶନ ଶକ୍ତି ମାଁ ମାନଙ୍କୁ ସଚେତନତା କାର୍ଯ୍ୟକ୍ରମ ବିଷୟରେ ବୁଝାଇଥିଲେ ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

୫୨୦ ନମ୍ବର ଜାତୀୟ ରାଜପଥ ରେ ଫସିଲା ବସ, ଶୋଚନୀୟ ରାସ୍ତା ପରିସ୍ଥିତି ରେ ଯାତ୍ରୀମାନେ ଦୁଃଖିତ

Sunil Chandra Nayak

କର୍ଲାମୁଣ୍ଡା ଠାରେ ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଧର୍ମାନୁଷ୍ଠାନ ପରେ ଏବେ ବସ ସେବା:: ପଞ୍ଚାୟତ ରୁ ବ୍ଲକ୍ ୩୩ ବସ , ବ୍ଲକ୍ ରୁ ଜିଲ୍ଲା ମୁଖ୍ୟାଳୟ ସଂଯୋଗ କରିବ ୯ ସରକାରୀ ବସ , ୨୦୨୪ନିର୍ବାଚନ ଆଗରୁ ଭେଳିକି

Leave a Comment

error: Content is protected !!