ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ମାନଙ୍କ ଗର୍ଭୋସବ ସଂସ୍କାର କାର୍ଯ୍ୟକ୍ରମ

ନୂଆପଡା  // ନୁଆପଡା ଜିଲ୍ଲା ନାରି ଜାଗରଣ ସଂଯୋଜିକା ଶ୍ରୀମତୀ ମମତା ମଞରୀ ଥପା ଓ ବରିଷ୍ଠ କାର୍ୟକର୍ତା  ଗୁରୁବାରୀ ପୁଞ୍ଜି ୧୫ ଜଣ ଗର୍ଭବତୀ ମହିଳାଙ୍କ ଗର୍ଭୋସବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଅଙ୍ଗନବାଡି କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା । ଏହି  କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ସ୍ଥାନୀୟ ଅଙ୍ଗନବାଡି ରୋହିଣୀ ମେହେର , ଅହଲ୍ୟା ମେହେର, କ୍ଷିର ମେହେର, ଅମ୍ବିକା ମେହେର, ପୁର୍ଣମି ନାୟକ, ତପଶ୍ୱନୀ ସାହୁ, ଅନୁଶୟା ମେହେର, ଓ ଏଏନ୍ଏମ୍  ସାବିତ୍ରୀ ଗାନ, ସମସ୍ତ ଗର୍ଭବତୀ ମାନଙ୍କୁ ତାଙ୍କର  ସଂସ୍କାର ଓ ଦିନଚର୍ୟା ବିଷୟରେ ଅବଗତ କରାଇବା ସହିତ ତାଙ୍କୁ ପଠନ ପାଇଁ ଆସନ୍ତୁ ଗଢିବା ସଂସ୍କାରବାନ ପିଢି ର ପୁସ୍ତକ ପ୍ରଦାନ କରାଯାଇଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମୀନାକ୍ଷୀ ଧରଙ୍କ ସ୍ମାରକୀ ଆଲୋଚନାଚକ୍ର ଆସନ୍ତା ୨୧ରେ

ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

masiha

ଗୋଳାମୁଣ୍ଡା ଓ କେଗାଁରେ ଚାଲିଛି ଯାନବାହାନ ର କଡ଼ା କଡ଼ି ଚେକିଙ୍ଗ

Sunil Chandra Nayak

Leave a Comment

error: Content is protected !!