ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ମାନଙ୍କ ଗର୍ଭୋସବ ସଂସ୍କାର କାର୍ଯ୍ୟକ୍ରମ

ନୂଆପଡା  // ନୁଆପଡା ଜିଲ୍ଲା ନାରି ଜାଗରଣ ସଂଯୋଜିକା ଶ୍ରୀମତୀ ମମତା ମଞରୀ ଥପା ଓ ବରିଷ୍ଠ କାର୍ୟକର୍ତା  ଗୁରୁବାରୀ ପୁଞ୍ଜି ୧୫ ଜଣ ଗର୍ଭବତୀ ମହିଳାଙ୍କ ଗର୍ଭୋସବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।ଏହି କାର୍ଯ୍ୟକ୍ରମ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଅଙ୍ଗନବାଡି କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଥିଲା । ଏହି  କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ ସ୍ଥାନୀୟ ଅଙ୍ଗନବାଡି ରୋହିଣୀ ମେହେର , ଅହଲ୍ୟା ମେହେର, କ୍ଷିର ମେହେର, ଅମ୍ବିକା ମେହେର, ପୁର୍ଣମି ନାୟକ, ତପଶ୍ୱନୀ ସାହୁ, ଅନୁଶୟା ମେହେର, ଓ ଏଏନ୍ଏମ୍  ସାବିତ୍ରୀ ଗାନ, ସମସ୍ତ ଗର୍ଭବତୀ ମାନଙ୍କୁ ତାଙ୍କର  ସଂସ୍କାର ଓ ଦିନଚର୍ୟା ବିଷୟରେ ଅବଗତ କରାଇବା ସହିତ ତାଙ୍କୁ ପଠନ ପାଇଁ ଆସନ୍ତୁ ଗଢିବା ସଂସ୍କାରବାନ ପିଢି ର ପୁସ୍ତକ ପ୍ରଦାନ କରାଯାଇଥିଲା ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାଣପୁର ଏଜୁକେୟାର ଇଂରାଜୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ !!!

Sunil Chandra Nayak

ହିନ୍ଦୋଳ ରେଞ୍ଜ ଗୁଡ଼ିଆ ତଇଲା ନିକଟରେ ଗତ କାଲି କୁକୁର ଆକ୍ରମଣରେ ହରିଣ ମୃତ 

Sunil Chandra Nayak

ହେମଗିର ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!