ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ସୈନିକଙ୍କୁ ଗ୍ରାମବାସୀଙ୍କ ବିପୁଳ ସମ୍ବର୍ଦ୍ଧନା

 ମୟୂରଭଞ୍ଜ – ୭/୨/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଅଁଳାଡୁବା ଗ୍ରାମ ବାସିନ୍ଦା ତଥା ରିଜିଓନାଲ ରେଜିମେଣ୍ଟର ସୈନିକ ବିଭାଗର ହାବିଲଦାର ଵାରିଆଲ ଟୁଡୁ ୩୧/୧/୨୦୨୩ ରେ ଅବସର ନେଇଥିଲେ ।ସେ ୧୨/୦୯/୯୯ ମସିହାରେ ସୈନିକ ଭାବରେ ଯୋଗ ଦେଇ ଦେଶମାତୃକାର ସେବା ପାଇଁ ଦିର୍ଘ ୨୪ ବର୍ଷ ନିଷ୍ଠାର ସହ କାର୍ଯ୍ୟ ସଂପାଦନାକରିଥିଲେ।ସେ ଝାନସୀ,ଲାଲଗଡ ,ଶ୍ରୀନଗର,ଛତିଶଗଡ଼,ଲାଦାଖ ରେ ମଧ୍ୟ କାର୍ଯ୍ୟ କରିଥିଲେ ।ଅବସର ନେଇ ଗତକାଲି ନିଜର ଗାଁକୁ ଫେରିଥିଲେ ।ସେ ଜଣେ ପରୋପକାରୀ,ମିଷ୍ଟଭାଷୀ ଦରଦି ମଣିଷ ।ତାଙ୍କର ଆଗମନରେ ଗ୍ରାମବାସୀ ବାଜା ଓ ନୃତ୍ୟରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଓଡ଼ିଆ ପକ୍ଷ ପାଳନ ଦେବାଳୟ ଓ ଐତିହ୍ୟସ୍ଥଳୀ ସ୍ଵଚ୍ଛତା ଅଭିଯାନ 

masiha

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଆଜି ସକାଳ ୮ ଘଣ୍ଟା ରେ ଇହ ଧାମ ତ୍ୟାଗ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

ପରିବର୍ତ୍ତନ ଫାଉଣ୍ଡେସନ ତରଫରୁ ସଫେଇ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!