ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ସୈନିକଙ୍କୁ ଗ୍ରାମବାସୀଙ୍କ ବିପୁଳ ସମ୍ବର୍ଦ୍ଧନା

 ମୟୂରଭଞ୍ଜ – ୭/୨/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଅଁଳାଡୁବା ଗ୍ରାମ ବାସିନ୍ଦା ତଥା ରିଜିଓନାଲ ରେଜିମେଣ୍ଟର ସୈନିକ ବିଭାଗର ହାବିଲଦାର ଵାରିଆଲ ଟୁଡୁ ୩୧/୧/୨୦୨୩ ରେ ଅବସର ନେଇଥିଲେ ।ସେ ୧୨/୦୯/୯୯ ମସିହାରେ ସୈନିକ ଭାବରେ ଯୋଗ ଦେଇ ଦେଶମାତୃକାର ସେବା ପାଇଁ ଦିର୍ଘ ୨୪ ବର୍ଷ ନିଷ୍ଠାର ସହ କାର୍ଯ୍ୟ ସଂପାଦନାକରିଥିଲେ।ସେ ଝାନସୀ,ଲାଲଗଡ ,ଶ୍ରୀନଗର,ଛତିଶଗଡ଼,ଲାଦାଖ ରେ ମଧ୍ୟ କାର୍ଯ୍ୟ କରିଥିଲେ ।ଅବସର ନେଇ ଗତକାଲି ନିଜର ଗାଁକୁ ଫେରିଥିଲେ ।ସେ ଜଣେ ପରୋପକାରୀ,ମିଷ୍ଟଭାଷୀ ଦରଦି ମଣିଷ ।ତାଙ୍କର ଆଗମନରେ ଗ୍ରାମବାସୀ ବାଜା ଓ ନୃତ୍ୟରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

୧୯ ରୁ ସପ୍ତାହକୁ ୩ ଦିନ ଚାଲିବ ଜୁନାଗଡ଼ ରୋଡ଼-ହାବଡା ଇସ୍ପାତ ଏକ୍ସପ୍ରେସ

Sunil Chandra Nayak

ଜୁନାଗଡ଼ NACରେ ନାଳ ନର୍ଦ୍ଦମା ସଫେଇ ବ୍ୟବସ୍ଥା ବିଫଳ, ବର୍ଷା ଦିନେ ରାସ୍ତା ଉପରେ ନର୍ଦ୍ଦମା ପାଣି, ଦୁର୍ଗନ୍ଧରେ ଅସ୍ୱାସ୍ଥ୍ୟକର ପରିବେଶ

Sunil Chandra Nayak

ପକ୍ଷଘାତି ଟୁକୁନି ମାଝୀଙ୍କୁ ଟ୍ରାଇ ସାଇକେଲ ଓ ଭତ୍ତା ଖଣ୍ଡେ ଦେବାକୁ ଦାବି

Sunil Chandra Nayak

Leave a Comment

error: Content is protected !!