ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଐତିହାସିକ ପୋଡାଗଡ଼ ମଣ୍ଡେଇ ଉଦଯାପିତ   

ନବରଙ୍ଗପୁର–(ମସିହା )ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଐତିହାସିକ ପର୍ଜ୍ୟଟନ ସ୍ଥଳୀ ପୋଡାଗଡ ମଣ୍ଡେଇ ମହା ସମାରୋହରେ ଉଦଯାପିତ ହୋଇଜାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଝରୀଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗଦେଇଥିଲେ। ପୋଡାଗଡ଼ ମଣ୍ଡେଇ ପରିଚାଳନା ପାଇଁ ସେବାୟତ ଚାରିଟେବଲ ଟ୍ରଷ୍ଟ ର କର୍ମକର୍ତା ଯଥା ସଭାପତି ଉର୍ଦ୍ଧବ ଚରଣ ନାୟକ, ସମ୍ପାଦକ ପୁରୁଷୋତମ ଭତରା ଓ ତିନିମୁଠାର ପୂଜାରୀ ଯଥା ହୀରାପୁର ଦେବ ପୂଜାରୀ ପରିଆ ମୁଠାର ସୁକାଳୁ ପୂଜାରୀ ଓ ଈଶ୍ୱର ମାଝୀ ଙ୍କ ସହିତ ପୋଡାଗଡ଼ ର କୃଷ୍ଣ ପୂଜାରୀ ଓ ବିଞ୍ଜାଲ ପୂଜାରୀ ପୂର୍ଣ୍ଣ ପୂଜାରୀ, ନାରାୟଣ ପୂଜାରୀ, ଦୟା ପୂଜାରୀ ତୋରେଙ୍ଗା ର ଉପସ୍ଥିତ ଥିଲେ ।ଏହି ମଣ୍ଡେଇ ଉତ୍ସବ ରେ ଉପଦେଷ୍ଟା କୈଳାଶ ଚନ୍ଦ୍ର ବେହେରା ପରିଚାଳନା ଦାଇତ୍ୱ ନେଇଥିଲେ। ଅନ୍ୟାନ୍ୟ କର୍ମକର୍ତା ଜଳଧର ମାଝୀ. ଈଶ୍ୱର ମାଝୀ ଶୁକମାନ ପୂଜାରୀ, ସୁକାଳୁ ପୂଜାରୀ, ଭରମଦାସ ବିଶୋଇ, ତୁଳସିରାମ ଭତରା ,ମୋହନ ପୂଜାରୀ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍

Related posts

ସାଇକେଲକୁ ଧକ୍କା ଦେଲା ବାଇକ 3 ଗୁରୁତର

Sunil Chandra Nayak

ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଙ୍କ କାର୍ଯ୍ୟ କୁ ବିରୋଧ କରି ଗ୍ରାମବାସୀ ଙ୍କ ପଞ୍ଚାୟତ କାର୍ଯ୍ୟ|ଳୟ ଘେରାଉ

Sunil Chandra Nayak

୧- ବର୍ଷା କମିଛି କିନ୍ତୁ ଚାଷୀ ଙ୍କର ଦୁର୍ଦଶା କମିନି , ୨- ଖାଉଟି ମୁଣ୍ଡରେ ଚଡ଼କ, ବୃଦ୍ଧି ପାଉଛି ଚିନି ଦର ,୩- ଭୁବନ ପୋଲିସ ପକ୍ଷରୁ ନିଶାମୁକ୍ତ ଅଭିଯାନ ଛାତ୍ର ଛାତ୍ରୀ ନିଶାମୁକ୍ତ ପାଇଁ ଶପଥ ନେଲେ , ୪- ସିଲ୍ ହେଲା ସାହୁ ହୋଟେଲ ଆଣ୍ଡ ଲଜ୍ , ୫- ବିଦ୍ୟୁତ ଆଘାତରେ ମୃତକ ଙ୍କ ପରିବାର ବର୍ଗ କୁ ଭେଟିଲା ବିଜେଡି ଟିମ୍ ବିଦ୍ୟୁତ ବିଭାଗ କ୍ଷତିପୂରଣ ଦେବାକୁ ଦାବି , ୬- ମଠକରଗୋଳା ମହାବିଦ୍ୟାଳୟରେ ମହିଳା ସୁରକ୍ଷା ସମ୍ପର୍କିତ ଆଇନଗତ ଅଧିକାର ଉପରେ କର୍ମଶାଳା, ୭ – ଛଦେଶ ବିକାଶ ପରିଷଦର ୩୦ ଜଣିଆ ଟିମ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ , ୮- ଢେଙ୍କାନାଳ ଭାପୁରରୁ ଚୋରା ମାଙ୍କଡା ପଥର ବୋଝେଇ ଟ୍ରକ୍ ଜବତ 

Sunil Chandra Nayak

Leave a Comment

error: Content is protected !!