ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟିକିରି ସହକାରୀ ଉଚ୍ଚ ବିଦ୍ଯାଳୟର ବାଷିର୍କ ୪୩ ଉତ୍ସବ ଅନୁଷ୍ଠିତ

ରାୟଗଡା ଜିଲ୍ଲାର କାଶିପୁର ବ୍ଲକ ଟିକିରି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଠାରେ ବାଷିର୍କ ଉତ୍ସବ ପାଳିତ ହୋଇଛି। ମୁଖ୍ଯ ଅତିଥି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି । ମୁଖ୍ୟ ବକ୍ତା ଅନୁସୟା ମାଝି ସଭାପତି, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ରାୟଗଡ଼ା, ସମ୍ମାନୀତ ଅତିଥି ଶ୍ରୀମତି ସରସ୍ଵତୀ ମାଝୀ ଜିଲ୍ଲା ପରିଷଦ ଅଧକ୍ଷା ରାୟଗଡ଼ା , କଣ୍ଠ ମାଝୀ ଅଧକ୍ଷା କାଶିପୁର, ପଞ୍ଚାୟତ ସମିତି । ଉତ୍କଳ ଆଲୁମିନା ହେଡ ମଜହର୍ ବେଗ୍ । । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେଶ କୁମାର ପାତ୍ର ,ମୋ ସ୍କୁଲ୍ ଅଭିଯାନ ର ସଭାପତି ରାମମୋହନ ମହାନ୍ତି ସହ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲୋଚନ ଖରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହା ସହ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ଦିଘ ଦୁଇବର୍ଷ କୋଭିଡ ହେତୁ ବିଦ୍ୟାଳୟ କୈାଣସି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇନଥିବା । ଏହି ବର୍ଷ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିଲା ବେଳେ ଶିକ୍ଷା ଓ ଶିକ୍ଷୟିତ୍ରୀ ସହ ଛାତ୍ର ଛାତ୍ରୀ ମୁଖରେ ଖୁସି ଦେଖିବାକୁ ମିଳିଛି ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଜ଼ିଲ୍ଲା ଅଦାଲତ ନବରଙ୍ଗପୁର ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତ

masiha

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶିକ୍ଷାବିତ୍ ପବିତ୍ର କୁମାର ପ୍ରଧାନଙ୍କ ବିୟୋଗରେ ଶୋକ 

masiha

ଭିନ୍ନକ୍ଷମଙ୍କୁ ଦିଆଯାଇଥିବା ଟ୍ରାଇ ସାଇକେଲ, ଜୋର କରି ଛାଡେଇନେଲେ ସୁରକ୍ଷା ଅଧିକାରୀ 

Sunil Chandra Nayak

Leave a Comment

error: Content is protected !!