ରାୟଗଡା ଜିଲ୍ଲାର କାଶିପୁର ବ୍ଲକ ଟିକିରି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଠାରେ ବାଷିର୍କ ଉତ୍ସବ ପାଳିତ ହୋଇଛି। ମୁଖ୍ଯ ଅତିଥି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି । ମୁଖ୍ୟ ବକ୍ତା ଅନୁସୟା ମାଝି ସଭାପତି, ସ୍ଵତନ୍ତ୍ର ଉନ୍ନୟନ ପରିଷଦ ରାୟଗଡ଼ା, ସମ୍ମାନୀତ ଅତିଥି ଶ୍ରୀମତି ସରସ୍ଵତୀ ମାଝୀ ଜିଲ୍ଲା ପରିଷଦ ଅଧକ୍ଷା ରାୟଗଡ଼ା , କଣ୍ଠ ମାଝୀ ଅଧକ୍ଷା କାଶିପୁର, ପଞ୍ଚାୟତ ସମିତି । ଉତ୍କଳ ଆଲୁମିନା ହେଡ ମଜହର୍ ବେଗ୍ । । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେଶ କୁମାର ପାତ୍ର ,ମୋ ସ୍କୁଲ୍ ଅଭିଯାନ ର ସଭାପତି ରାମମୋହନ ମହାନ୍ତି ସହ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଲୋଚନ ଖରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହା ସହ ବିଦ୍ୟାଳୟ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ଦିଘ ଦୁଇବର୍ଷ କୋଭିଡ ହେତୁ ବିଦ୍ୟାଳୟ କୈାଣସି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇନଥିବା । ଏହି ବର୍ଷ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିଲା ବେଳେ ଶିକ୍ଷା ଓ ଶିକ୍ଷୟିତ୍ରୀ ସହ ଛାତ୍ର ଛାତ୍ରୀ ମୁଖରେ ଖୁସି ଦେଖିବାକୁ ମିଳିଛି ।
next post