ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଜରଙ୍ଗ କ୍ଲବ୍, ମହିମାଗାଦି, ଢେଙ୍କାନାଳ ତରଫରୁ ଫୁଲୱାମା ଆକ୍ରମଣ ରେ ସହୀଦ ହୋଇଥିବା ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବଜରଙ୍ଗ କ୍ଲବ୍ ର ସଭାପତି ଧର୍ମେନ୍ଦ୍ର କୁମାର ପରିଡ଼ା ଙ୍କ ନେତୃତ୍ୱରେ ଚତୁର୍ଥ କଳା ଦିବସ ପାଲିତ ହୋଇଛି । କ୍ଲବ୍ ର ସଦସ୍ୟ ମାନେ କ୍ୟଣ୍ଡେଲ ଲାଇଟ୍ ଧରି 2ମିନିଟ ନୀରବ ପ୍ରାର୍ଥନା କରିଥିଲେ । କ୍ଲବ୍ ର ବରିଷ୍ଠ ସଭ୍ୟ ପ୍ରତ୍ୟୁଷ ହରି ପ୍ରଧାନ ଓ ତପନ କୁମାର ରାଉତ ସ୍ଲୋଗାନ ଦେବା ସହ ଯବାନ ମାନଙ୍କର ବୀରତ୍ୱର କଥା କ୍ଲବ୍ ର ସଦସ୍ୟ ମାନଙ୍କ ସହ ଆଲୋଚନା କରିଥିଲେ । ଏଥିରେ  କ୍ଲବ୍ ର ସଭ୍ୟ ମାନେ  ସମରେନ୍ଦ୍ର ବେହେରା,ବିଶ୍ୱପ୍ରସାଦ ରାଉତ, ଦିପ୍ତିରଞ୍ଜନ ମହାରଣା, ପ୍ରସନ୍ନ କୁମାର ସାହୁ, ଆକାଶ ବେହେରା(୧), ଆକାଶ କୁମାର ମହାରଣା, ସୋନୁରାମ ସାହୁ,ଦୀପକ ରଣା,ରାକେଶ କୁମାର ମହାନ୍ତି, ଜ୍ୟୋତିଜୟପ୍ରକାଶ ରାଉତ, ଦୀପକ ସାହୁ, ମାନସ ରଞ୍ଜନ ବେହେରା,ଓମ୍ ପ୍ରସାଦ ପରିଡ଼ା, ଆକାଶ ବେହେରା(୨), ଜୀବନଜ୍ୟୋତି ମଲ୍ଲିକ,ସଂକେତ ମୁରଲୀ,ଅମିତ୍ ପରିଡ଼ା,ଚନ୍ଦ୍ରକାନ୍ତ ବେହେରା, ତୁଷାରକାନ୍ତ ଦେହୁରୀ, ଶିତାନ୍ସୁ ଶୁଭଙ୍କର,ତାପସ ଦେହୁରୀ, ସିଦ୍ଧାନ୍ତ ବେହେରା,ଧବଳେଶ୍ୱର ପ୍ରଧାନ, ସୁଶାନ୍ତ ସାହୁ, ଦୀପକ ସାହୁ ସୋମନାଥ ବାରିକ , କୁମାର ଦିପ୍ତିଶ୍,ଶୁଭଙ୍କର ବେହେରା , ବିଭୁ ପ୍ରସାଦ ରାଉତ , ରଣେନ୍ଦ୍ର ଖିଲାର , ସିଦ୍ଧାନ୍ତ ବେହେରା , ଗାଲୁ ପଣ୍ଡା ଙ୍କ ସମେତ ଦଳର ଅନ୍ୟ ସଦସ୍ୟ ମାନେ ଯୋଗଦାନ କରିଥିଲେ।

ତାପସ ଦାସ ଙ୍କ ରିପୋର୍ଟ 

Related posts

ଟାଟା ଷ୍ଟିଲ କୁ ମାନବ ସେବା କାର୍ଯ୍ୟ ପାଇଁ ଶ୍ରେଷ୍ଠ କର୍ପୋରେଟ୍ ପୁରସ୍କାର

masiha

କଳାହାଣ୍ଡି ରାଜପୁତ କ୍ଷତ୍ରୀୟ ପାଇକ ସମାଜ ତରଫରୁ ୭୭ତମ ସ୍ବାଧୀନତା ଦିବସ ପାଳିତ

masiha

ଲଡୁଗାଁ ଠାରେ ଆମ୍ବେଦକରଙ୍କ ୧୩୨ ତମ ଜୟନ୍ତୀ

Leave a Comment

error: Content is protected !!