ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପ କାରାଗାରରେ ଯୋଗଭ୍ୟାସ

ନୂଆପଡା ଜିଲ୍ଲା ଖଡିଆଳ ଉପ-କାରାଗାରରେ ମହା ଶିବରାତ୍ରି ଉପଲକ୍ଷେ ଅନ୍ତେବାସୀଙ୍କୁ ଯୋଗାଭ୍ୟାସ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଏହାର ଉଦ୍ଦେଶ୍ୟ କାରାଗାରରେ ଥିବା ବ୍ୟକ୍ତିଙ୍କ ମାନସିକ ଓ ଶାରୀରିକ ଉନ୍ନତି ପାଇଁ ଏକ ଯୋଗ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଖଡିଆଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡ. ଅନ୍ନଦା ଶଙ୍କର ଦାସ ଯୋଗଦେଇ ଯୋଗ ଦ୍ବାରା ଶାରୀରିକ ସୁସ୍ଥ ହେବା ସହ ମାନସିକ ଚିନ୍ତା ଦୂରହେବା ନେଇ ଅନ୍ତୋସୀମାନଙ୍କୁ ଅଭ୍ୟାସ କରାଇଥିଲେ । ଯୋଗ ଶିକ୍ଷକ ଭାବର ନିରଞ୍ଜନ ଯୋଶୀ ଓ ଅମୀର ଭୋଇ ଯୋଗ ଦେଇଥିବା ବେଳେ ଶିବିରରେ ଅନ୍ତେବାସୀଙ୍କ ସହ ଜେଲରଙ୍କ ଉପସ୍ଥିତିରେ ଯୋଗ ଅଭ୍ୟାସ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମେଗା ଜଳ ଯୋଗାଣ ପ୍ରକଳ୍ପ :କାର୍ଯ୍ୟକାରୀ ନ ହୋଇଣୁ ମରାମତି ର ଆବଶ୍ୟକତା ପଡ଼ିଲାଣି ସଫଳତା ସନ୍ଦେହାସ୍ପଦ

masiha

ଟିପିଏନଓଡିଏଲର କର୍ମଚାରୀ ଛଟେଇ ମାରଣ ନୀତି ବିରୋଧରେ ନେସ୍କୋ ପାଓ୍ଵାର ଏମ୍ଲୟଜ ତରଫରୁ ପ୍ରତିବାଦ ଓ ଲିଖିତ ଦାବିପତ୍ର

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରାଦ୍ଧ ବାର୍ଷିକ ପାଳନ 

masiha

Leave a Comment

error: Content is protected !!