ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପ କାରାଗାରରେ ଯୋଗଭ୍ୟାସ

ନୂଆପଡା ଜିଲ୍ଲା ଖଡିଆଳ ଉପ-କାରାଗାରରେ ମହା ଶିବରାତ୍ରି ଉପଲକ୍ଷେ ଅନ୍ତେବାସୀଙ୍କୁ ଯୋଗାଭ୍ୟାସ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଏହାର ଉଦ୍ଦେଶ୍ୟ କାରାଗାରରେ ଥିବା ବ୍ୟକ୍ତିଙ୍କ ମାନସିକ ଓ ଶାରୀରିକ ଉନ୍ନତି ପାଇଁ ଏକ ଯୋଗ ଶିବିରର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଖଡିଆଳ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡ. ଅନ୍ନଦା ଶଙ୍କର ଦାସ ଯୋଗଦେଇ ଯୋଗ ଦ୍ବାରା ଶାରୀରିକ ସୁସ୍ଥ ହେବା ସହ ମାନସିକ ଚିନ୍ତା ଦୂରହେବା ନେଇ ଅନ୍ତୋସୀମାନଙ୍କୁ ଅଭ୍ୟାସ କରାଇଥିଲେ । ଯୋଗ ଶିକ୍ଷକ ଭାବର ନିରଞ୍ଜନ ଯୋଶୀ ଓ ଅମୀର ଭୋଇ ଯୋଗ ଦେଇଥିବା ବେଳେ ଶିବିରରେ ଅନ୍ତେବାସୀଙ୍କ ସହ ଜେଲରଙ୍କ ଉପସ୍ଥିତିରେ ଯୋଗ ଅଭ୍ୟାସ କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାୟଗଡ଼ ଜିଲ୍ଲାରେ ଶତ ପ୍ରତିଶତ ମତଦାନ ନିମନ୍ତେ ପ୍ରୟାସ , ସଚେତନତା ସୃଷ୍ଟି ପାଇଁ ଅଭିନବ ପ୍ରଚେଷ୍ଟା

masiha

ବିଭିନ୍ନ ସ୍ଥାନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଶ୍ରୀ ଶ୍ରୀ ମା ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ର ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!