ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳିତ

ବନ୍ଧୁଗାଁ ତା,୧୯/୯/୨୩, //  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଆଜି ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କର ପୂଜା ସଦର ମହକୁମା ସ୍ଥିତ ଜଗନ୍ନାଥ ମନ୍ଦିର ପାଖରେ ,ତୁରୁକି ପେଟା,ବ୍ଲକ, ସିଂଘପୁଟ,ସାନସରପୋଲୀ ଓ ବଡ଼ ସରପଲି, ନିଲାବାଡ଼ି   ସମେତ ବିଭିନ୍ନ ଗ୍ରାମରେ ଆଜି ଧୂମ ଧାମରେ ପାଳିତ ହୋଇଯାଇଛି । ବିଶେଷକରି ପ୍ରତ୍ୟେକ ଶିଶୁମନ୍ଦିର ,କନ୍ୟାଶ୍ରମ,ସରକାରୀ ମାଧ୍ୟମିକ ହାଇସ୍କୁଲ ସହ ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନରେ ଏହି ପୂଜା ଆଜି ଛାତ୍ର ଛାତ୍ରି ମାନେ ଖୁବ ଆନନ୍ଦରେ ପାଳନ କଲେ । ଗାଁ ଗହଳିରେ ମଧ୍ୟ ଆଜିର ପୂଜାଖୁବ ଆକର୍ଷକ ଭାବରେ ହୋଇଛି । ଏହି ପୂଜା ଯଥାମାତ୍ରାରେ କିଏ ତ ମେଡ କିଏ ତ ସାଧାରଣ ଓ ଆକର୍ଶଣ ଭାବରେ ଯୁବ ଓ ସରକାରୀ ଓ ବେଶରକାରୀ କାର୍ଯ୍ୟଳୟ ମାନଙ୍କ ଠାରେ ଆଜି ଧୂମଧାମ ସହ ପାଳନ କୋରାଯାଇଥିବାର ଦେଖିବାକୁ ମିଳିଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ବନ୍ଧୁଗାଁ ବ୍ଲକରେ ନୂତନ ସରକାରୀ ସ୍ୱାତକ ମହାବିଦ୍ୟାଳୟ ଉଦଘାଟନ 

masiha

ଜଗତସିଂହପୁର ଜିଲ୍ଲା, ସାମ୍ବାଦିକ ୟୁନିଅନର କର୍ମକର୍ତା ନିର୍ବାଚନ

Sunil Chandra Nayak

କ୍ରିୟାଯୋଗ ପରିବାର ପକ୍ଷରୁ ସତ ସଂଘ ଅନୁଷ୍ଠିତ

masiha

Leave a Comment

error: Content is protected !!