ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡକ୍ଟର ନାରାୟଣ ମହାପାତ୍ର ଙ୍କୁ ଧନ୍ୟବାଦ ସମ୍ମାନ ପ୍ରମାଣପତ୍ର

ଡକ୍ଟର ନାରାୟଣ ମହାପାତ୍ର ଙ୍କୁ ଧନ୍ୟବାଦ ସମ୍ମାନ ପ୍ରମାଣପତ୍ର

ଡକ୍ଟର ନାରାୟଣ ମହାପାତ୍ର ଙ୍କୁ ଧନ୍ୟବାଦ ସମ୍ମାନ ପ୍ରମାଣପତ୍ରରେ ସମ୍ମାନୀତ କରାଯାଇଛି,ଏହି ପ୍ରମାଣପତ୍ର ଗର୍ବର ସହିତ ପ୍ରଦାନ କରାଯାଉଛି,ଡ଼ଃ ନାରାୟଣ ମହାପାତ୍ର,ଭାରତ ତଥା ଓଡ଼ିଶା ରାଜ୍ୟର, ଅଟନ୍ତି ତାଙ୍କ ର ଉତ୍କୃଷ୍ଟ ସେବା, ନିଷ୍ଠା, ଉଦାରତା ଏବଂ ମାନବତା ଓ ସମାଜର ଉନ୍ନତି ଏବଂ କଲ୍ୟାଣ ପାଇଁ ଅର୍ଥପୂର୍ଣ୍ଣ ଅବଦାନକୁ ସ୍ୱୀକୃତି ଓ ସମ୍ମାନ ଜଣାଇ ଏହି ପ୍ରମାଣପତ୍ର ପ୍ରଦାନ କରାଯାଉଛି।ଆଜି ୧୮ ସେପ୍ଟେମ୍ବର ରେ ପ୍ରଦାନ କରାଯାଇଛି,ପ୍ରଦାନକାରୀ: ସିଆରନ ହଣ୍ଡିକାପିଡ୍ ଆଣ୍ଡ ରୁରାଲ ଡେଭଲପମେଣ୍ଟ ସୋସାଇଟୀ ପକ୍ଷ ରୁ ପଞ୍ଜୀକୃତ ଓ ସ୍ୱୀକୃତିପ୍ରାପ୍ତ ଦିବ୍ୟାଙ୍ଗ ସଂଗଠନ, ଘାନା ଆଫ୍ରିକା ଦ୍ୱାରା ସମ୍ମାନିତ କରାଯାଇଛି ।

Related posts

ଷୋଳଘର କ୍ଲଷ୍ଟର ରେ ସରକାରୀ ବିଦ୍ୟାଳୟ ମୁହାଁ ହେବେ ୫ ରୁ ୧୮ ବୟସର ପିଲା

Sunil Chandra Nayak

୧- ୬ ଖଣ୍ଡ ଗ୍ରାମ ପାଇଁ ବାଧକ ସାଜିଛି ଡେର୍କା ନଦୀ , ୨– ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ସୁରଙ୍ଗନା କଳା ନିକେତନର ପ୍ରତିଭାର ବର୍ଷା,ଶ୍ରାବଣ ସୃଜନୀ, ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ତୃତୀୟ ବାର୍ଷିକ ସାଂସ୍କୃତିକ ମହୋତ୍ସବ -୨୦୨୬ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!