ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଦ୍ଵିତୀୟ କୈଳାଶ କପିଳାସ ରେ ଜାଗର ଯାତ୍ରା ପାଇଁ କପିଳାସ ପୀଠ ଚଳଚଞ୍ଚଳ

ଢେଙ୍କାନାଳ ଜିଲ୍ଲା ର ଗଁଦିଆ ବ୍ଲକ ଦ୍ଵିତୀୟ କୈଳାସ କପିଳାଶ ରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ଭିତରେ ଜାଗର ଯାତ୍ରା ହୋଇଯାଇଛି, ଦୁଇ ବର୍ଷ କରୋନା ଥିବାରୁ ଜିଲ୍ଲା ପ୍ରଶାସନ ବାହାର ଜିଲ୍ଲା ଲୋକଙ୍କୁ ଜାଗର କୁ ବାରଣ କରିଥିଲା, କିନ୍ତୁ ଏ ବର୍ଷ କରୋନା ମହାମାରୀ ନଥିବାବେଳେ ଓଡିଶା ର ବିଭିନ୍ନ ଜିଲ୍ଳାରୁ ଲକ୍ଷlଧିକ ଭକ୍ତ ରୁଣ୍ଡ ହୋଇ ବାବାଚନ୍ଦ୍ରଶେଖର ଙ୍କ ଅପୂର୍ବ କରୁନା ଲାଭ କରି ଦୀପ ଜାଳି ଥିଲେ, ଲକ୍ଷlଧିକ ଭକ୍ତ ସାମଗମ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଆଇନ ଶୁଙ୍ଖଳା କଡାକଡି ହୋଇଥିଲା। ଚନ୍ଦ୍ରଶେଖରପୁର ଗ୍ରାମପଞ୍ଚlୟତ ଦ୍ୱାରା ବାରବାଙ୍କ ରେ 50ଟି ବୋଲର ଦ୍ୱାରା ଭକ୍ତ ଙ୍କୁ ପୀଠ କୁ 50ଟଙ୍କା ଟିକେଟ ବିନିମୟରେ ନିଆଯାଇଥିଲା, ଯାହା ଫଳରେ କୋଡିଏ ମିନଟ ସମୟରେ ଉପରେ ପହଞ୍ଚୁ ଥିଲେ ବାବା ଭୋଳା ନାଥ ଓ କପିଳେଶ୍ୱର ଙ୍କ ନାମିତ କପିଳାସ ପୀଠ ରେ ଭକ୍ତଙ୍କ ମୁହଁରେ ହସ ଦେଖିବାକୁ ମିଳିଥିଲା।

ଢେଙ୍କାନାଳ ଗଁଦିଆ ରୁ ତାପସଦାସ ଙ୍କ ରିପୋର୍ଟ

Related posts

ଧର୍ମଗଡ଼ ରଥଯାତ୍ରା ମହା ସମାରୋହରେ ଅନୁଷ୍ଠିତ

masiha

ନାମ୍ପୋରେ ଗୁଣ୍ଡିଚା ରଥ ଯାତ୍ରା ମହା ଆଡମ୍ବରରେ ପାଳିତ

Sunil Chandra Nayak

ପାରମ୍ପାରିକ ବାଲିଯାତ୍ରା ଅମଲଭଟ୍ଟା ରେ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!